ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଗ୍ନାନ ବିଦ୍ୟାଳୟ ରୟଗଡା ଦ୍ବାରା ଶିଶୁ ଦିବସ ପାଳିତ

ବିଗ୍ନାନ ବିଦ୍ୟାଳୟ ରୟଗଡା ଦ୍ବାରା ଶିଶୁ ଦିବସ ପାଳିତ

ଅଦ୍ୟ ତା-୧୪-୧୧-୨୦୨୩ ରିଖ ମଙ୍ଗଳବାର ଦିନ ସକାଳ ଘ..10 30 ମି ରେ ରାୟଗଡା ବିଗ୍ନାନ ବିଦ୍ୟାଳୟ, କେମ୍ପୋସ ଦୁଇ, ନିୟୁ କଲୋନି, ପରିସରରେ ବିଦ୍ୟାଳୟ ର ପ୍ରିନସିପାଲ ଏଲ. ପ୍ରବୀନ କୁମାର ଓ ଶିକ୍ଷକ ଶିକ୍ଷତ୍ରୀ ଙ୍କ ଦ୍ୱାରା ପାଳିତ ଶିଶୁ ଦିବସ ବିଦ୍ୟାଳୟ ପ୍ରାଙ୍ଗଣରେ ପାଳିତ କରାଯାଇଥିଲା ଓ ପଣ୍ଡିତ ଜବାହାର ଲାଲ ନେହେରୁ ଫଟୋଚିତ୍ରରେ ପ୍ରଦୀପ ପ୍ରଜ୍ଜଳନ ଓ ପୁଷ୍ପମାଲ୍ୟ ପ୍ରଦାନ ସହ କାର୍ଯ୍ୟକ୍ରମ ପ୍ରାରମ୍ଭ ହୋଇଥିଲା, ସ୍କୁଲ ର ପ୍ରିନସିପାଲ ପିଲାଙ୍କୁ ଶିଶୁ ସୁରକ୍ଷI ଆଇନ, ଶିଶୁମାନଙ୍କ ଆଇନଗତ ଅଧିକାର, ବାଲ୍ୟ ବିବାହ ନିରୋଧ ଆଇନ ବ୍ୟବସ୍ଥା ବିଷୟରେ ପିଲାଙ୍କୁ ଅବଗତ କରାଇବା ସହ ସୁନ୍ଦର ଚରିତ୍ର ଓ ଭବିଷ୍ୟତ ଗଠନ ଦିଗରେ ପିଲାଙ୍କୁ ଉତ୍ସାହିତ କରିଥିଲେ I ସର୍ବୋପରି ଏହି କାର୍ଯ୍ୟକ୍ରମରେ ବିଗ୍ନାନ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନଙ୍କର ମଧ୍ୟରେ ବୋକୃତ ପ୍ରତିଯୋଗିତା ହୋଇଥିଲା ଓ ଅନେକ ରଙ୍ଗରଙ୍ଗ କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଥିଲା| ଖେଳକୁଦ, ଗୀତ, ଡାନ୍ସ, ରଙ୍ଗୋଲି ଭଳି ପ୍ରତିଯୋଗିତା ର ଆୟୋଜନ କରାଯାଇଥିଲା, ଏହି ଅବସରରେ ସ୍କୁଲ ର ପିଲାମାନେ ଖୁସି ଆନନ୍ଦ ରେ ମୌଜ କରିଥିଲେ | ଶେଷରେ ଖାଇବା ବ୍ୟବସ୍ଥା ମଧ୍ୟ କରାଯାଇଥିଲା | ସ୍କୁଲ ର ଶିକ୍ଷୟତ୍ରୀ ରୀନା ସ୍ଵାର ଓ ଶିକ୍ଷକ ଇଶ୍ୱର ମଞ୍ଚ ପରିଚାଳନା କରିଥିଲେ।

ରାୟଗଡ଼ା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଇନ୍ଦ୍ରାବତୀ ଠାରୁ କେସିଙ୍ଗାକୁ ବାବୁଲି ନାମକ ଘରୋଇ ବସ ଚଳାଚଳ କରିବା ପାଇଁ ଦାବୀ

ବିପଦ ସଙ୍କୁଳ ଅବସ୍ତାରେ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ

masiha

ସରକାରୀ (ଏସ.ଏସ.ଡ଼ି )ବାଳିକା ଉଚ୍ଚ ବିଦ୍ୟାଳୟ ଜୁନାଗଡ଼ ର କ୍ରୀଡା ଉତ୍ସବ

masiha

Leave a Comment

error: Content is protected !!