ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବୋଡ଼େନ ସରପଞ୍ଚ ସଂଘ ଗଠିତ

ନୂଆପଡା ଜିଲ୍ଲା ବୋଡେ଼ନ ବ୍ଲକ ପଲସଦା ଗ୍ରାମପଂଚାୟତରେ ପୂର୍ବତନ ସରପଞ୍ଚ କୃଷ୍ଣ ଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ବୋଡେ଼ନ ବ୍ଲକର ସମସ୍ତ ଗ୍ରାମ ପଂଚାୟତରୁ ନବନିର୍ବାଚିତ ସରପଞ୍ଚମାନଙ୍କୁ ନେଇ ଏକ ସଭା ଅନୁଷ୍ଠିତ ହୋଇ ସମସ୍ତଙ୍କ ସହମତିରେ ସରପଞ୍ଚ ସଙ୍ଘ,ବୋଡେ଼ନ ଗଠିତ ହୋଇଯାଇଛି, ଏହି ସଙ୍ଘର ନୂତନ ନିର୍ବାଚିତ କର୍ମକର୍ତ୍ତା ହେଲେ, ସଭାପତି-ଶ୍ରୀଯୁକ୍ତ ରାମନାଥ ପଣ୍ଡା,ସରପଞ୍ଚ କରଙ୍ଗାମାଳ, ଉପ-ସଭାପତି-ଶ୍ରୀମତୀ ରଶ୍ମିତା ସିହ୍ନl, ସରପଞ୍ଚ ବୋଡେ଼ନ, ସମ୍ପାଦକ-ଶ୍ରୀଯୁକ୍ତ ଠାକୁର ବାଗ, ସରପଞ୍ଚ ରୋକାଲ, କୋଷାଧକ୍ଷ-ଶ୍ରୀଯୁକ୍ତ ସଦାଶିବ ବେହେରା, ସରପଞ୍ଚ ଡମଝର । ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ବିଶ୍ୱ ବିଦ୍ୟାଳୟ ର ଟପ୍ ଟେନ୍ ତାଲିକା ରେ ପରଜଙ୍ଗ ର ୫ ଜଣ ଝିଅ ଙ୍କ କୃତିତ୍ବ

Sunil Chandra Nayak

ଚୋରି ମାମଲାରେ ତିନି ଗିରଫ, କୋର୍ଟ ଚାଲାଣ

Sunil Chandra Nayak

ଡୁଡୁକାଠେଙ୍ଗା ପଞ୍ଚାୟତ ରେ ଯୁଗ୍ମ ଜନଶୁଣାଣୀ ଶିବିର ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!