ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାମଚରିତ ମାନସ ପାରାୟଣ ଓ ପ୍ରବଚନ 

ରାମଚରିତ ମାନସ ପାରାୟଣ ଓ ପ୍ରବଚନ 

ରାଉରକେଲା/ ସେକ୍ଟର ୧୯ ଆଖଣ୍ଡଳମଣି ମନ୍ଦିରରେ ରାମଚରିତ ମାନସ ପାରାୟଣ ଓ ପ୍ରବଚନ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ପ୍ରତ୍ୟେକ ସନ୍ଧ୍ୟାରେ ଅନୁଷ୍ଠିତ ହେଉଥିବା ଏହି କାର୍ଯ୍ୟକ୍ରମ ୯ ଦିନ ଧରି ଚାଲିବ। ମୁଖ୍ୟଅତିଥି ଭାବେ ସମାଜସେବୀ ତଥା ସଚେତନ ନାଗରିକ ମଞ୍ଚର ସଭାପତି ଵିମଳ କୁମାର ବିଶି ଯୋଗଦେଇ ଏଭଳି ପ୍ରବଚନ ର ଆବଶ୍ୟକତା ଓ ଗୁରୁତ୍ବ ଉପରେ ବିସ୍ତୃତ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମରେ ପ୍ରବଚକ ସ୍ବାମୀ ସ୍ବରୁପାନନ୍ଦ ସରସ୍ଵତୀ ମହାରାଜ, ସ୍ବାମୀ ବ୍ରହ୍ମ ସାକ୍ଷାତକାର ନନ୍ଦ ସରସ୍ଵତୀ ମହାରାଜ, ପ୍ରଣବାନନ୍ଦ ମହାରାଜ ପ୍ରମୁଖ ପ୍ରବଚନ ଦେଉଛନ୍ତି। ଏହି କାର୍ଯ୍ୟକ୍ରମରେ ଶ୍ରଦ୍ଧାଳୁମାନେ ଯୋଗଦେଇ ଶ୍ରୀରାମଚନ୍ଦ୍ରଙ୍କ ଦିବ୍ୟ କୃପା ଲାଭ କରିବାକୁ ଆୟୋଜନ କମିଟି ତରଫରୁ ନିବେଦନ କରାଯାଇଛି।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ରାଷ୍ଟ୍ରବାଦୀ ସଂଘ ତରଫରୁ ମହାବୀରଙ୍କ ଜନ୍ମ ଉତ୍ସବ ଓ ଓଡ଼ିଆ ନବବର୍ଷ ପାଳନ ଓ ସମ୍ବର୍ଧନା ପର୍ବ 

masiha

MP Rajya Sabha Shri Niranjan Bishi Demands Conferment of Bharat Ratna on Bhagaban Birsa Munda (Posthumously)

Sunil Chandra Nayak

ଜିଲ୍ଲା ସ୍ତରୀୟ ନିରୀକ୍ଷଣ ଟିମ୍ ଉମରକୋଟ ବ୍ଲକର ବିଭିନ୍ନ ବିହନ ବ୍ୟବସାୟୀଙ୍କ ଦୋକାନ ଉପରେ ନିରୀକ୍ଷଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ 

masiha

Leave a Comment

error: Content is protected !!