ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଖଡ଼ିଆଳ ପୌର ପରିଷଦ ଅଧକ୍ଷ ରୂପେ ଉଜ୍ଜ୍ୱଳ ଗୁପ୍ତା ନେଲେ ଦାୟିତ୍ବ

ନୂଆପଡ଼ା ଜିଲ୍ଲା ଖଡ଼ିଆଳ ପୌର ପରିଷଦ ଅଧକ୍ଷ ରୂପେ ଉଜ୍ଜ୍ୱଳ ଗୁପ୍ତା ଆଜି ଦାୟିତ୍ବ ଗ୍ରହଣ କରିଛନ୍ତି। ପୂଜା ଅର୍ଚ୍ଚନା କରି ଅଧକ୍ଷ ପଦର ଦାୟିତ୍ୱ ନେଇଛନ୍ତି। ପ୍ରଥମେ ଅଧକ୍ଷ କୋଠରୀ ସମ୍ମୁଖରେ ମୁଣ୍ଡିଆ ମାରି ଦାୟିତ୍ବ ନେଇଥିଲେ। ଏନଏସି ପକ୍ଷରୁ ତାଙ୍କୁ ସ୍ଵାଂଗତ କରିଥିବା ବେଳେ ବିଭିନ୍ନ ମହଲରୁ ସ୍ଵାଂଗତ କରିଛନ୍ତି। ନୂତନ ଖଡ଼ିଆଳ ଗଠନ ପ୍ରାଥମିକତା ରହିବା ସହ ଖଡ଼ିଆଳ ର ସ୍ଵତନ୍ତ୍ର ପରିଚୟ ମିଳିତ ରୂପେ କାର୍ଯ୍ୟ କରି ବାକୁ ଆହ୍ବାନ କରିଥିଲେ। ସ୍ଵଚ୍ଛତା, ସବୁଜ ଖଡ଼ିଆଳ ପ୍ରଥମ କାର୍ଯ୍ୟ ଅଟେ। ଉନ୍ନତ ଡ୍ରେନ ବ୍ୟବସ୍ଥା ସହ ନିର୍ବାଚନ ଇସ୍ତୀହାର ଏକ ବର୍ଷ କିମ୍ବା ଦେଢ଼ ବର୍ଷ ମଧ୍ୟରେ ପୂରଣ କରିବୁ ବୋଲି ସାମ୍ବାଦିକ ଙ୍କ ପ୍ରଶ୍ନର ଉତ୍ତର ରେ କହିଛନ୍ତି। ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ମସୀହା ସାହିତ୍ୟ ଅଗଣା ପକ୍ଷରୁ ଅନୁଷ୍ଠିତ ପ୍ରତିଯୋଗିତା ରେ ଶ୍ରେଷ୍ଠ ବିବେଚିତ ହୋଇଥିବା ବାସନ୍ତୀ ଲତା ଜେନା ଙ୍କ କବିତା ମଣିଷ

Sunil Chandra Nayak

କସ୍ତୁରୀବା ବାଳାଶ୍ରମ ରେ ଆଜାଦିକା ଅମୃତ ମହୋତ୍ସବ

Sunil Chandra Nayak

ଝାରବନ୍ଧ ପଞ୍ଚାୟତ ପିଡିଏସ ଘୋଟାଲା ଘଟଣା, ଦଲିତ ଅଧିକାର ମଞ୍ଚ, ଯୁବ ଅଧିକାର ମଞ୍ଚ, ସାହାର୍ଯ୍ୟ ସେନା ଓ ଗରିବ ସେନା ପକ୍ଷରୁ ଘେରାଉ

Leave a Comment

error: Content is protected !!