ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମଗଡ ବିଜୁ କଲ୍ୟାଣ ମଣ୍ଡପ ଠାରେ ଉପଖଣ୍ଡ ସ୍ତରୀୟ କୃଷି ଯନ୍ତ୍ରପାତି ମେଳା

ଧର୍ମଗଡ ବିଜୁ କଲ୍ୟାଣ ମଣ୍ଡପ ଠାରେ ଉପଖଣ୍ଡ ସ୍ତରୀୟ କୃଷି ଯନ୍ତ୍ରପାତି ମେଳା

ତୃତୀୟ ଦିନରେ ଜୁନାଗଡ଼ ବିଧାୟକ ଙ୍କ ଯୋଗଦାନ

କଳାହାଣ୍ଡି ଜିଲ୍ଲା ଧର୍ମଗଡ ବିଜୁ କଲ୍ୟାଣ ମଣ୍ଡପ ଠାରେ କୃଷି ଯନ୍ତ୍ରପାତି ମେଳା ଅନୁଷ୍ଠିତ ।ଏହି କାର୍ଯ୍ୟକ୍ରମ ଟି ୭,୮ ଓ ୯ ତିନିଦିନ ଧରି ଚାଲିଥିବା ବେଳେ ଆଜି ଉଦଯାପନୀ ଉତ୍ସବ ରେ ଚାଷୀ ମାନଙ୍କ ଯାନ୍ତ୍ରିକ କୃଷି ବ୍ୟବହାର ପ୍ରତି ପ୍ରୋତ୍ସାହନ ତଥା ସମାଜରେ କୃଷକ ମାନଙ୍କ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ଉଦ୍ଦେଶ୍ୟ ରେ ଓଡିଶା ସରକାର ଙ୍କ ଆମ ଓଡିଶା ନବୀନ ଓଡିଶା ଆନୁକୂଲ୍ୟରେ ର ତୃତୀୟ ଦିନରେ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଜୁନାଗଡ଼ ବିଧାୟକ ଦିବ୍ୟଶଙ୍କର ମିଶ୍ର ମଞ୍ଚସିନ ହୋଇଥିବା ବେଳେ ସଭାର ସଭାପତିତ୍ୱ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ବିଶେଶ୍ୱର ସାହୁ କରିଥିଲେ।ସେହିପରି ସମ୍ମାନୀୟ ଅତିଥି ଭାବେ ଗୋଲାମୁଣ୍ଡା ଆତ୍ମା ଅଧ୍ୟକ୍ଷ ଦିନେଶ କୁମାର ରାଉତ , ଆତ୍ମା ଅଧ୍ୟକ୍ଷ ଜୁନାଗଡ଼ ଅଶୋକ ପଟ୍ଟନାୟକ , ଓଡିଶା ଏଗ୍ରୋ ଇଣ୍ଡଷ୍ଟ୍ରି କର୍ପୋରେସନ ଜିଲ୍ଲା ସଂଯୋଜକ ଶରତ ଚନ୍ଦ୍ର ବେହେରା, , ଏପିକଲ କଳାହାଣ୍ଡି ଜିଲ୍ଲା ସଂଯୋଜକ ଭୋଳାଶଙ୍କର ଧରୁଆ, ସହକାରୀ ନିର୍ବାହୀ ଯନ୍ତ୍ରୀ ସୁଶାନ୍ତ କୁମାର ପଟ୍ଟଯୋଶୀ ଯୋଗଦେଇଥିବା ବେଳେ କୃଷି ଜିଲ୍ଲା ଅଧିକାରୀ ନୀଳକଣ୍ଠ ମେହେର ଧନ୍ୟବାଦ ଅର୍ପଣ କରିଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ରାସ୍ତା ଉପରେ ଠିଆ ନକରି କାରଖାନା ଭିତରେ ଟ୍ରକ ପାର୍କିଂ ବ୍ୟବସ୍ଥା କରିବା ପାଇଁ ଏନ ଏସ ପି ସି ଏଲକୁ ଚିଠି ଲେଖିଲେ ବିଧାୟକ ଶ୍ରୀ ତନ୍ତୀ.

Sunil Chandra Nayak

ବ୍ଲକ ଓ ଏନଏସି ସ୍ତରୀୟ ଡା,ଆମ୍ବେଦକରଙ୍କ ଜନ୍ମ ଜୟନ୍ତୀ ସମାରୋହରେ ପାଳିତ

Sunil Chandra Nayak

ଯକୃତରେ ସମସ୍ୟା ଯୋଗୁଁ ପରିବାରର ମୁଖିଆ କୂଳସୂଦନ ଭୋଇଙ୍କ ପରଲୋକ  

masiha

Leave a Comment

error: Content is protected !!