ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମିଶନ ଶକ୍ତି ମାଧ୍ୟମ ରେ ଲିଙ୍ଗ ଭିତ୍ତିକ ପରୀସମାପ୍ତି କାର୍ଯ୍ୟକ୍ରମ 

ମିଶନ ଶକ୍ତି ମାଧ୍ୟମ ରେ ଲିଙ୍ଗ ଭିତ୍ତିକ ପରୀସମାପ୍ତି କାର୍ଯ୍ୟକ୍ରମ 

ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ ଅନ୍ତର୍ଗତ ବାଙ୍କାମ୍ଵ ପଞ୍ଚାୟତ ରେ ଏକ ରାଲି ମାଧ୍ୟମରେ ଲିଙ୍ଗ ଭିତ୍ତିକ ହିଂସା ର ପରୀସମାପ୍ତି ସହିବା ନାହିଁ କୋହିବା କାର୍ଯ୍ୟକ୍ରମ ଓଡିଶ ସରକାର ଙ୍କ ମିଶନ ଶକ୍ତି ରେ କାର୍ଯ୍ୟରତ ଥିବା ସଦସ୍ୟା ବାଙ୍କାମ୍ୱ ପଞ୍ଚାୟତ ଏମ୍.ବି.କେ ମହିମା ମହାନନ୍ଦ୍ୟା ଙ୍କ ନେତୃତ୍ୱରେ ମହିଳା ମଣ୍ଡଳ, ସିଆର୍ ପି, କୃଷି ମିତ୍ର, ପ୍ରାଣୀ ମିତ୍ର ଙ୍କ ସହ ସମସ୍ତ ମହିଳା ମାନେ ମିଶି ଏକ ରାଲି ମାଧ୍ୟମ ରେ ଲିଙ୍ଗ ଭିତ୍ତିକ ହିଂସା ର ପରୀ ସମାପ୍ତି , ବାଲ୍ୟ ବିବାହ, ଭ୍ରୁଣ ହତ୍ୟା , ନାରୀ ନିର୍ଯାତନା କେମିତି ଅଂହିସା ମାଧ୍ୟମ ରେ ହଟିବ ସେ ବିଷୟ ରେ ନାରା ବାଜି ଦେଇ ଗାଁ ପରୀ ଭ୍ରମଣ କରି ସଚେତନ କରିବା ସହ ମିଶନ ଶକ୍ତି ଗୃହ ଠାରେ ବୈଠକ କରି ମହିଳା ମଣ୍ଡଳ ମା ମାନଙ୍କୁ ଟିକି ନିକି ଭାବରେ ବୁଝାଇ ଥିଲେ ଏବଂ ସେଠାରେ କିଶୋରୀ ବାଳିକା ମାନେ ଢେମସା ନୃତ୍ୟ ମଧ୍ୟ କରି ମା ମାନଙ୍କୁ ଉତ୍ସାହିତ କରିବା ସହ ବେଶ୍ ଆନନ୍ଦରେ ସଭାଟିକୁ ମିଶନ ଶକ୍ତି ସଦସ୍ୟା ଦେବକୀ ତୁରୁକ୍ ସମସ୍ତ ଙ୍କୁ ଧନ୍ୟବାଦ୍ ଦେଇ ସଭା ସାଙ୍ଗ କରିଥିଲେ l

ରାୟଗଡ଼ା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ସତୁରି ଦଶକର ବରିଷ୍ଠ କଳାକାର ଙ୍କ ବିୟୋଗରେ ସ୍ମୃତିଚାରଣ ସଭା 

masiha

ଦୁର୍ଗା ପୂଜା ନିମନ୍ତେ ପ୍ରସ୍ତୁତି ବୈଠକ 

masiha

ଗୋଲାମୁଣ୍ଡା ରେ ଜିଲା ସ୍ତରୀୟ ଜାତୀୟ ପ୍ରେସ ଦିବସ ଜିଲାର ବିକାଶ ପାଇଁ ସାମ୍ବାଦିକ ଙ୍କ ସହଯୋଗ ଆବଶ୍ୟକ

masiha

Leave a Comment

error: Content is protected !!