ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ଷ୍ଟେଟ଼ ଓପନ୍ ଚାମ୍ପିଆନ୍ ସିପ୍ ରେ ଜୁନାଗଡ କଳା ବିକାଶ କେନ୍ଦ୍ରର ସଫଳତା

ଷ୍ଟେଟ଼ ଓପନ୍ ଚାମ୍ପିଆନ୍ ସିପ୍ ରେ ଜୁନାଗଡ କଳା ବିକାଶ କେନ୍ଦ୍ରର ସଫଳତା

ଜୁନାଗଡ଼,୨୮/୧୨(ମ ନି ସ) ବ୍ରହ୍ମପୁର ଠାରେ ଅନୁଷ୍ଠିତ ଷ୍ଟେଟ ଓପନ୍ ଟାଏକୋଣ୍ଡୋ ଚାମ୍ପିଆନ୍ସିପ୍ ୨୦୨୩ରେ କଳାହାଣ୍ଡି ଜିଲ୍ଲା ର ଜୁନାଗଡ ସ୍ଥିତ କଳା ବିକାଶ କେନ୍ଦ୍ର ର ପ୍ରତିଯୋଗୀ ମାନେ ଅଂଶ ଗ୍ରହଣ କରି ସଫଳତା ଆଣିଛନ୍ତି l ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ଜିଲ୍ଲା ର ମୋଟ ୫୪ ଜଣ ପ୍ରତିଯୋଗୀ ସହ କଳା ବିକାଶ କେନ୍ଦ୍ର ର ୯ ଜଣ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରି ବିକାଶ କେନ୍ଦ୍ର ର ଛାତ୍ରଛାତୀ ଦୁଇ ଟି ସ୍ଵର୍ଣ୍ଣ ତିନି ରୌପ୍ୟ ତିନି କାଂସ୍ୟ ପଦକ ହାସଲ କରିଛନ୍ତି। l ୮ ରୁ ୧୧ ବର୍ଷ ବୟସ ପୁରୁଷ ବିଭାଗ ରେ ୨୧ ରୁ ୨୩ କିଲୋ ବର୍ଗ ରେ ଅଜୟ କୁମାର ପାଢ଼ୀ, ଦିନେଶ୍ ଦଲେଇ, ପ୍ରିୟlଅଂଶୁ ପ୍ରଧାନ,( ବ୍ରୋଞ୍ଚ୍ ପଦକ) ,ସ୍ଵୟମ ଶିବ ଯୋଶୀ, ଦୀପେଶ୍ ଦଲେଇ( ସିଲଭର୍) ତନ୍ମୟ ଦେ, ଅଂଶୁମାନ ପୁଞ୍ଜି (ଗୋଲ୍ଡ ପଦକ) ଓ ୧୨ରୁ ୧୪ ବୟସ ୪୧ ରୁ ୪୫ କେଜି ବର୍ଗ ରେ ଜିତେନ୍ଦ୍ର ଅଗ୍ରୱାଲ (ବ୍ରୋଞ୍ଜ) ଓ ସ୍ଵସ୍ତିକ ସରlବ (ଗୋଲ୍ଡ ପଦକ) ପାଇ ବିଜୟୀ ହୋଇଛନ୍ତି l ଏହି ସମସ୍ତ ବିଜେତା ଛାତ୍ରଛାତ୍ରୀ ଙ୍କୁ କଳା ବିକାଶ କେନ୍ଦ୍ର ର ଅଭିଭାବକ ଓ ପରିଚାଳକ ମାନସ ସେଠି ଙ୍କ ତରଫରୁ ଭବ୍ୟ ସ୍ୱାଗତ୍ ଜଣେଇବା ସହ ଉତ୍ସାହିତ କରିଥିଲେ l ଆଗାମୀ ଭବିଷ୍ୟତ ରେ ଜାତୀୟ ସ୍ତର ରେ ଅଂଶ ଗ୍ରହଣ କରିବା ପାଇଁ ବିଜେତା ଛାତ୍ରଛାତ୍ରୀ ଙ୍କୁ ପ୍ରସ୍ତୁତ କରାଯିବ ବୋଲି କୋଚ୍ ବଲରାମ ଦୁର୍ଗl ପ୍ରକାଶ କରିଛନ୍ତି l

ଜୁନାଗଡ଼ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ୍ 

Related posts

ହୃଷିକେଶ ରାୟ ମହାବିଦ୍ୟାଳୟ ରେ ଛାତ୍ରୀ ଆତ୍ମ -ସୁରକ୍ଷା କୌଶଳ କାର୍ଯ୍ୟକ୍ରମ ଉଦଯାପିତ

Sunil Chandra Nayak

ତନ୍ତିପାଲ୍ କ୍ରିକେଟ୍ ଟୁର୍ଣାମେଣ୍ଟ, ଚଚରାଗୁଡା,ବିଜେତା ଡାବୁଗାଁ ଦଳ /ଉପ-ବିଜେତା ମାନିଗାଁ ଦଳ

Sunil Chandra Nayak

23 ତମ ସ୍ଵ.ଯାଦବ ମାଝୀ ମେମୋରିଆଲ କ୍ରିକେଟ ପ୍ରତିଯୋଗିତା ଉଦଘାଟିତ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort