ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ଗୋପଗଞ୍ଜନ ବେଣୁପାଣି ମେମୋରିଆଲ ଫୁଟବଳ ଟୁର୍ନାମେଣ୍ଟ ଅନୁଷ୍ଠିତ

ଗୋପଗଞ୍ଜନ ବେଣୁପାଣି ମେମୋରିଆଲ ଫୁଟବଳ ଟୁର୍ନାମେଣ୍ଟ ଅନୁଷ୍ଠିତ

ଜୁନାଗଡ଼,୧୯/୧୧(ମନୀ ସ)କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ରଣମାଳ ପଂଚାୟତ ଅନ୍ତର୍ଗତ ଅରେବେଡା ଗ୍ରାମରେ ଚାଲିଥିବା ଗୋପଗଞ୍ଜନ ବେଣୁପାଣି ମେମୋରିଆଲ ଫୁଟବଳ ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ମେମୋରିଆଲ ଫାଇନାଲ ଖେଳରେ ଦୁଇ ଦଳର ଖେଳ ବୋଗାର୍ଡ ସହ ଚିକିଲି ମଧ୍ୟ ରେ ଖେଳ ଆରମ୍ଭହୋଇ ଥିଲା ଏଥିରେ ବୋଗାର୍ଡ ସହଜରେ ବିଜୟ ଲାଭ କରି ପ୍ରଥମ ପୁରଷ୍କାର. ୨୦ ହଜାର ରହିଥିବା ବେଳେ ଦୃତୀୟ ପୁରସ୍କାର ପନ୍ଦର ହଜାରରାଶି ହାସଲ କରିଥିଲେ।. 

ଏଥିରେ ମୁଖ୍ୟ ଅଥିତି ସୁଧିର କୁମାର ପଣ୍ଡା.ମୁଖ୍ୟବକ୍ତା ବୃଷଧ୍ଵଜ ବେନୁପାଣି.ସମ୍ମାନୀୟ ଅଥିତି ଯୁବରାଜ ବାଗ. ଖେଳ ପରିଚାଲନା କରିଥିଲେ ତ୍ରିନାଥ ରାଉତ.ଲାଇନ ମେନ ହେଲେ କ୍ଷୀରୋଦ ଶବର .ମଙ୍ଗରାଜ ରାଉତ. ସହଯୋଗ କରିଥିବା ବେଳେ.କମେଣ୍ଟ୍ରି କରିଥିଲେ.। ଦୁଃଶାସନ ଖରସେଲ.ସହଯୋଗ କରିଥିଲେ ଜ୍ଞାନନଦ ଧଙ୍ଗଡାମାଝି. ଦେବେନ୍ଦ୍ର ପଟେଲ. ଚିଣ୍ଟୁଧଙ୍ଗଡ଼lମାଝି. ଡିଙ୍ଗଗର ପରାଭୋଇ. ଦୟାନିଧି ମାଝୀ.ମଣିଲାଲନିଆଲ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ। 

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ନେଗିଗୁଡା ଫୁଟବଲ ଚାମ୍ପିୟନସିପ, ବଗାଡ଼ ଦଳ ଚାମ୍ପିୟନ

masiha

ମାଁ ଗଢ଼ିଆଣି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

masiha

୧୪ ତମ ରାଜା ଅନୁପ ସିଂ ଦେଓ ମେମୋରିଆଲ ଫୁଟବଲ ଟୁର୍ନାମେଣ୍ଟ ଉଦଘାଟିତ

Sunil Chandra Nayak

Leave a Comment

error: Content is protected !!