ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ରାଇରଙ୍ଗପୁରରେ କଂଗ୍ରେସ ଦଳ ତରଫରୁ ୧୩୯ ତମ ପ୍ରତିଷ୍ଠା ଦିବସ ପାଳିତ

ରାଇରଙ୍ଗପୁରରେ କଂଗ୍ରେସ ଦଳ ତରଫରୁ ୧୩୯ ତମ ପ୍ରତିଷ୍ଠା ଦିବସ ପାଳିତ 

 ମୟୂରଭଞ୍ଜ -୨୮/୧୨ ( ମସିହା) ଭାରତ ବର୍ଷର ସର୍ବ ପୁରାତନ ଦଳ, ଧର୍ମନିରପେକ୍ଷ, ସମାଜବାଦ ଦଳର ଆଜି ୧୩୯ ତମ ପ୍ରତିଷ୍ଠା ଦିବସ ।ଏହି ଦଳର ବିଚାରଧାରା ବହୁ ଦିବଂଗତ ନେତାଙ୍କ ବଳିଦାନ,ତ୍ୟାଗ,ଶହୀଦ, କାରାବାସ ଯୋଗୁଁ ଭାରତ ଆଜି ବିଶ୍ବର ସର୍ବ ବୃହତ୍ତମ ଗଣତାନ୍ତ୍ରିକ ରାଷ୍ଟ୍ର ଭାବେଉଭା ହୋଇଛି ।ଆଜି କଂଗ୍ରେସ ର୧୩୯ ତମ ପ୍ରତିଷ୍ଠା ଦିବସ ଅବସରରେ ରାଇରଙ୍ଗପୁର ସହରର ଲିଙ୍କ୍ ରୋଡରେ କଂଗ୍ରେସ କାର୍ଯ୍ୟାଳୟ ପରିସରରେ ଏହାର ପ୍ରତିଷ୍ଠା ଦିବସ ଆଜି ପାଳିତ ହୋଇଯାଇଛି ।ପ୍ରଥମେ ଦଳର ନେତୃବୃନ୍ଦ ପତାକା ଉତ୍ତୋଳନ କରିଥିଲେ ।ଏହା ପରେ କଂଗ୍ରେସ ଦଳର ଅତୀତର ସ୍ଵର୍ଣ୍ଣମୟୀ ଇତିହାସ, ମହାତ୍ମା ଗାନ୍ଧୀ,ନେହେରୁ ସର୍ଦ୍ଦାର ବଲ୍ଲଭଭାଇ ପଟେଲ,ମୌଲାନା ଆଜାଦ,ଲାଲ ବାହାଦୁର ଶାସ୍ତ୍ରୀ, ଇନ୍ଦିରା ଗାନ୍ଧୀ,ରାଜୀବ ଗାନ୍ଧୀ ନରସିଂହ ରାଓ,ଜୈଲ ସିଂ,ଜାନକୀ ବଲ୍ଲଭ ପଟ୍ଟନାୟକ, ଗୋପବନ୍ଧୁ ଦାସ,ଭଳି ବହୁ ତୁଙ୍ଗ ନେତାଙ୍କ ତ୍ୟାଗ ଉପରେ କହିଥିଲେ । ଏଥିରେ ରାଜ୍ୟ କଂଗ୍ରେସ ପିସିସି ସଦସ୍ୟ ପୂର୍ବତନ ବିଧାୟକ ଲକ୍ଷ୍ମଣ ମାଝୀ,ପୂର୍ବତନ ବିଧାୟକ ଶ୍ୟାମ ଚରଣ ହାଁସଦା,ଆଡଭୋକେଟ ହରି ଚରଣ ସାହୁ, ଵସନ୍ତ ପଟ୍ଟନାୟକ,ବାବୁ ମହାନ୍ତି,ଏମ ଡି ଇନ୍ତେକାବ,ରୂପକ ମହାନ୍ତି,ଅବଦୁଲ ରସିଦ,ମନୋଜ ନାୟକ, ଜଗନ୍ନାଥ ବାନରା,କିଶୋର ମହାନ୍ତ, ରାକ୍ଷୀ ପୂର୍ଣ୍ଣିମା ଡଗରା,ରାଇସେନ ସୋରେନ,ଅମର ସିଂ ମହାନ୍ତ, ଡାଣ୍ଠ ଭାଇ ସମେତ ବହୁ କଂଗ୍ରେସ କର୍ମୀ ସାମିଲ ହୋଇଥିଲେ । ନେତୃବୃନ୍ଦ କହିଥିଲେ ସମସ୍ତେ ଏକାଠି ହୋଇ ଲୋକଙ୍କ ସେବା କରିବା ଓ ତୃଣମୂଳ ସ୍ତରରେ କଂଗ୍ରେସକୁ ସୁଦୃଢ କରିବା ଆସନ୍ତା ୨୦୨୪ ରେ କଂଗ୍ରେସ ଦଳକୁ ଜିତାଇବା ଉପରେ ଗୁରୁତ୍ବ ଦେଇଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

କଂଗ୍ରେସ ଦଳ ଏମ ପି ପ୍ରାର୍ଥୀ ଓ ବିଧାୟକ ପ୍ରାର୍ଥୀ ଙ୍କ ତେନ୍ତୁଳିଖୁଣ୍ଟି ବ୍ଲକ ର ବିଭିନ୍ନ ପଞ୍ଚାୟତରେ ମିଳିତ ପ୍ରଚାର କର୍ମୀ ସମ୍ମଳନୀ ଓ ମିଶ୍ରଣ ପର୍ବ

masiha

ସାପୁଆ ଠାରେ ହିନ୍ଦୋଳ ବିଜେଡ଼ି ର ୨୬ ତମ ପ୍ରତିଷ୍ଠା ଦିବସ ପାଳିତ

Sunil Chandra Nayak

ଭାରତୀୟ ଜନତା ପାର୍ଟି, ପାନପୋଷ ସାଂଗଠନିକ ଜିଲ୍ଲା , ରାଉରକେଲା ବିଜେପିର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ରଙ୍ଗିଲା ଛକ ଠାରେ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort