ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମିରର ଫାଉଣ୍ଡେସନର ସାମାଜିକ ଓ ବନ୍ଧୁମିଳନ କାର୍ଯ୍ୟକ୍ରମ 

ମିରର ଫାଉଣ୍ଡେସନର ସାମାଜିକ ଓ ବନ୍ଧୁମିଳନ କାର୍ଯ୍ୟକ୍ରମ 

ରାଉରକେଲା/ ସାମାଜିକ ଅନୁଷ୍ଠାନ ଦି ମିରର ସୋସିଆଲ ଫାଉଣ୍ଡେସନ ତରଫରୁ ସାମାଜିକ କାର୍ଯ୍ୟକ୍ରମ ସହ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ଅଧ୍ୟକ୍ଷ ବିଶ୍ବଜିତ ରାଉତଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ବେଦବ୍ୟାସ ସ୍ଥିତ ହୋମ ଅଫ୍ ଲଭ୍ ଆଶ୍ରମ ଠାରେ ଅନ୍ତେବାସୀଙ୍କୁ ଖାଦ୍ୟ ପେୟ ସହ ସେମାନଙ୍କ ସହିତ କିଛି ସମୟ ବତାଇ ଭାବ ବିନିମୟ କରିଥିଲେ। ଏହି କାର୍ଯ୍ୟରେ ଦୀପକ ପରିଡା, କାର୍ତ୍ତିକ ରାଉତ,ସୁରେଶ ସାବତ ପ୍ରମୁଖ ଉପସ୍ଥିତ ଥିଲେ। ସେହିପରି ଇସ୍ପାତ ନେହେରୁ ପାର୍କ ଠାରେ ଅନୁଷ୍ଠାନର କର୍ମକର୍ତ୍ତାମାନଙ୍କୁ ନେଇ ଏକ ବନ୍ଧୁ ମିଳନ ଓ ଭାବ ବିନିମୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ପୂର୍ଣ୍ଣିମା ମହାନ୍ତି,ଆଫ୍ରୋଜ ଅହମ୍ମଦ, ଜୋୟା ତ୍ରିପାଠୀ,ବଣ୍ଟି, ପ୍ରତିମା ସାହୁ,ମନୋହର ପ୍ରଧାନ,ରତି କୁମ୍ଭାର, ହରେକୃଷ୍ଣ ନାୟକ, ରାଜେନ୍ଦ୍ର ପଣ୍ଡା, ରଶ୍ମିତା ପଣ୍ଡା, କଲ୍ୟାଣୀ ଦାସ,ସୁମତି ନାୟକ, ଦିବାକର ଦାସ, ବନଜା ବିଶ୍ବାଳ, କାର୍ତ୍ତିକ ରାଉତ, ଅଶୋକ ଦକ୍ଷିଣରାୟ, ଦୀପିକା ପରିଡ଼ା,ସୁବ୍ରତ ଭୂୟାଁ, ସସ୍ମିତା ପ୍ରଧାନ,ରଆଜନନ୍ଦଇନଈ ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ଅଧ୍ୟକ୍ଷ ଶ୍ରୀ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ପରମାରାଧ୍ୟା ଜଗତଜନନୀ ଶ୍ରୀ ଶ୍ରୀ ଲକ୍ଷ୍ମୀ ମା ଙ୍କ ୧୩୦ତମ ଜନ୍ମ ମହା ମହୋତ୍ସବ

Sunil Chandra Nayak

Rayagada Forest Fire: 1000 Hectares of Forest Land Affected in First 5 Months

masiha

ହିନ୍ଦୋଳକୁ 5T ସଚିବଙ୍କ ଆଗମନ ନେଇ ବିଜେଡିର ପ୍ରସ୍ତୁତି ବୈଠକ 

Leave a Comment

error: Content is protected !!