ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆମ ହସ୍ପିଟାଲର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ

ଆମ ହସ୍ପିଟାଲର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ

ପାପଡାହାଣ୍ଡି,26/2, ମନିସ — ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ସୋମବାର ଆମ ହସ୍ପିଟାଲର ଲୋକାର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ଆୟୋଜିତ କାର୍ଯ୍ୟକ୍ରମରେ ଡାବୁଗାଁ ବିଧାୟକ ମନୋହର ରନ୍ଧାରି, ଜିଲ୍ଲା ପରିଷଦ ଅଧକ୍ଷ ମୋତିରାମ ନାୟକ, ବ୍ଲକ ଅଧକ୍ଷା ହେମଲତା ମାଝୀ, ଉପାଧକ୍ଷ ସୁଶାନ୍ତ ବେହେରା ଓ ଜିଲ୍ଲା ପରିଷଦ ସଭ୍ୟା ଲିପିକା ମାଝୀ ପ୍ରମୁଖ ଯୋଗଦେଇଥିଲେ | ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଓ 5ଟି ଅଧକ୍ଷ ଭି କେ ପାଣ୍ଡିଆନ ଭର୍ତ୍ତୃଆଲ ମାଧ୍ୟମରେ ଆମ ହସ୍ପିଟାଲର ଲୋକାର୍ପଣ କରିଥିଲେ | ଏହାର ସିଧାପ୍ରସାରଣ ପାପଡାହାଣ୍ଡି ଠାରେ କରାଯାଇଥିଲା | କାର୍ଯ୍ୟକ୍ରମରେ ମେଡିକାଲ ଇନ ଚାର୍ଜ ସୁଶ୍ରୀତା ସେଠି, ଅନ୍ୟାନ୍ୟ ଡାକ୍ତର, ଆଇଆଇସି ଦୀପକ କୁମାର ଜେନା, ସିଡିପିଓ ଏସ ଗୀତା,ବ୍ଲକ ସ୍ୱାସ୍ଥ୍ୟ ବିଭାଗର ବିଭିନ୍ନ ବିଭାଗର କର୍ମଚାରୀ, ଆଶା କର୍ମୀ ମାନେ ଉପସ୍ଥିତ ରହି ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ |

ପାପଡାହାଣ୍ଡି ରୁ ସ୍ଵପ୍ନ ଜିତ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ମାଓବାଦୀଙ୍କ ଦୁର୍ଗମ ଅଞ୍ଚଳ ରେ ଜନ ସଂପର୍କ ଶିବିର କଲେ କୋରାପୁଟ ଏସପି ଅଭିନାସ ସୋନକର 

Sunil Chandra Nayak

ଜିଲ୍ଲା ଦକ୍ଷତା ବିକାଶ ତଥା ଜିଲ୍ଲା ନିୟୋଜନ କାର୍ଯ୍ୟାଳୟ ଆନୁକୂଲ୍ୟରେ ବାୟୁସେନା ଅଧିକାରୀଙ୍କ ଦ୍ୱାରା କ୍ୟାରିଅର କାଉଁସିଲିଂ

masiha

ପ୍ରକାଶ ପାଇଲା ପୁରାଣ ଭିତ୍ତିକ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମର ଫଳାଫଳ, ପ୍ରଥମ ସ୍ଥାନରେ ବରଗଡ଼

masiha

Leave a Comment

error: Content is protected !!