ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମଜଦୁର  ସଭାର ପୂର୍ବତନ ଶ୍ରମିକ ନେତାଙ୍କ ବିୟୋଗ

ମଜଦୁର  ସଭାର ପୂର୍ବତନ ଶ୍ରମିକ ନେତାଙ୍କ ବିୟୋଗ

ରାଉରକେଲା :ଆରଏସପିରେ ସର୍ବାଧିକ କାଳ ସ୍ୱୀକୃତ ଭାବେ ରହିଥିବା ଶ୍ରମିକ ସଙ୍ଗଠନ ରାଉରକେଲା ମଜଦୁର ସଭାର ପ୍ରାକ୍ତନ ସମ୍ପାଦକ ସୋମନାଥ ମୁଖର୍ଜୀ ଆଉ ନାହାନ୍ତି l  କାରଖାନାରେ ଜଣେ  ନିଷ୍ଠାପର ଶ୍ରମିକ ଓ ଜଣାଶୁଣା  ଶ୍ରମିକ ନେତା ଭାବରେ ପରିଚିତ ସ୍ବର୍ଗୀୟ ମୁଖର୍ଜୀ କଲକତା ସ୍ଥିତ  ନିଜ ବାସଭବନରେ ଦେହତ୍ଯାଗ କରିଥିବା ଖବର ପ୍ରଚାରିତ ହେବାପରେ ଏଠାରେ ଶୋକର ଛାୟା ଖେଳିଯାଇଛି । ସେ ୧୯୬୨ ମସିହାରୁ ରାଉରକେଲା ମଜଦୁର ସଭାରେ  ଥାଇ ଅନେକ ମହାନ୍ କାର୍ଯ୍ୟ ଓ ଶ୍ରମିକମାନଙ୍କ ପାଇଁ କାମ କରି ନିଜ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ l  ଜଣେ ନିଷ୍ଠାବାନ୍ ବ୍ଯକ୍ତିର ପରିଚୟ ଦେଇ ଆସିଥିବା  ସୋମନାଥ ସ୍ବର୍ଗତ ରାଜକିଶୋର ସାମନ୍ତରାୟଙ୍କ  ଜଣେ ଭଲ ଅନୁଗତ ଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ ଙ୍କ ଅଧ୍ୟକ୍ଷତାରେ ଗଠିତ ବିଧାନସଭା ଗୃହ ପ୍ୟାନେଲର କଡ଼ା ଆଭିମୁଖ୍ୟ

Sunil Chandra Nayak

ଦୁର୍ଗା ପୂଜା ଓ ଗଜଲକ୍ଷ୍ମୀ ପୂଜା ମହାସମାରୋହରେ ପାଳିତ.

Sunil Chandra Nayak

ନର୍ଲା ଠାରେ ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମ

masiha

Leave a Comment

error: Content is protected !!