ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଗୁଣିଗାରିଡି ସନ୍ଦେରେ ଜଣଙ୍କୁ ହତ୍ୟା ଦୁଇ ଅଟକ

ଗୁଣିଗାରିଡି ସନ୍ଦେରେ ଜଣଙ୍କୁ ହତ୍ୟା ଦୁଇ ଅଟକ 

ଗୋଲାମୁଣ୍ଡା ୫/୩ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ଦଶପୁର ଫାଣ୍ଡି ଅନ୍ତର୍ଗତ ଟେମରି ଗ୍ରାମ ରେ ଅଭାବନୀୟ ଘଟଣା ଘଟିଛି। ଗତକାଲି ରାତ୍ର ସମୟରେ ହେମନ୍ତ ବାଗ ଓ ତା ସ୍ତ୍ରୀ ସୁନ୍ଦ୍ରିକା ବାଗ ସେ ଗାଁ ର ଝାଙ୍କର ସଦାନନ୍ଦ ଭୋଇ କୁ ପୂଜା କାରିବା ପାଇଁ ନିଜର ଘରକୁ ଡାକି ଥିଲେ । ଶ୍ରୀ ଭୋଇ ପୂଜା କରୁଥିବା ସମୟରେ ଟାଙ୍ଗିଆ ରେ ହାଣି ହତ୍ୟା କରି ହେମନ୍ତ ବାଗ ଫେରାର ହୋଇ ଯାଇଥିଲେ। ଖବର ପାଇ ଦଶପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହିତ ଦୁଇ ଜଣଙ୍କୁ ଅଟକ ରଖି ଗୋଲାମୁଣ୍ଡା ଥାନା କେସ ନମ୍ବର ୪୦ ରେ ହତ୍ୟା ମାମଲା ରୁଜୁ କରି ଆଜି ବ୍ୟବଚ୍ଛେଦ ପାଇଁ ଧର୍ମଗଡ଼ ଉପ-ଡାକ୍ତରଖାନାକୁ ପଠାଇଛି । ଅପରପକ୍ଷରେ ଆଜି ସକାଳ ସମୟରେ ସାଇଣ୍ଟିଫିକ ଟିମ ଓ ସନ୍ଧାନୀ କୁକୁର ଜରିରାରେ ପୋଲିସ ଅଧିକ ତଦନ୍ତ ଜାରି ରଖିଥିଲା ।

ଦାମୋଦର ଦାସ ଙ୍କ ରିପୋର୍ଟ୍ 

Related posts

ଖଡ଼ିଆଳ ବନଖଣ୍ଡ କାର୍ଯ୍ୟାଳୟ କନିଷ୍ଠ ଏକାଉଣ୍ଟଟେଣ୍ଡ ସଞ୍ଜୟ କୁମାର ବାଗ ଲାଞ୍ଚ ନେଉଥିବା ବେଳେ ଭିଜଲାନ୍ସ ହାତରେ ଗିରଫ 

ବେଧଡ଼କ ଚାଲିଛି ବାଲି ଚୋରା ଚାଲାଣ , ରାଜସ୍ୱ ବିଭାଗୀୟ ଅଧିକାରୀ ନିଘା ନାହିଁ ?

Sunil Chandra Nayak

ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଚଢାଉ: ଧରାପଡିଲେ ଗ୍ରାମରକ୍ଷୀ, ଖସିଗଲେ ଏଏସ୍‌ଆଇ

masiha

Leave a Comment

error: Content is protected !!