ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଅବକାରୀ ଚଢ଼ାଉ,୨ ଜଣ ଗିରଫ 

ଅବକାରୀ ଚଢ଼ାଉ,୨ ଜଣ ଗିରଫ 

ଡାବୁଗାଁ, ୨୪/୩ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ଥାନା ଅଧୀନ ଡଙ୍ଗରା ଓ ମେଞ୍ଜର ଗ୍ରାମର ୨ଜଣ ଙ୍କ ଘରେ ରବିବାର ଅବକାରୀ ବିଭାଗ ଚଢ଼ାଉ କରି ୨୦.୮ ଲିଟର ବିଅର ଜବତ କରିଛି । ସୂଚନାଯୋଗ୍ୟ:- ନବରଙ୍ଗପୁର ଜିଲା ଅବକାରୀ ଅଧିକ୍ଷକ ଅଭିରାମ ବେହେରାଙ୍କ ନିର୍ଦ୍ଦେଶ କ୍ରମେ ରବିବାର ଦିନ ଡାବୁଗାଁ ଥାନା ଅଧୀନ ଡଙ୍ଗରା ଗ୍ରାମର ଜଦୁରାମ ଗୌଡ ଙ୍କ ଘରେ ଚଢ଼ାଉ କରି ୭.୮ ଲିଟର ଓ ମେଞ୍ଜର ଗ୍ରାମର ଭଗବାନ ଭତ୍ରା ଙ୍କ ଘରେ ଚଢାଉ କରି ୧୦ ଲିଟର ବିଅର ଜବତ କରିଥିଲା । ୨ ଜଣ ଙ୍କୁ ଗିରଫ କରି ନୋଟିସ ଦିଆଯାଇ ଛାଡି ଦିଆଯାଇଛି | ଏହି ଚଢ଼ାଉ ରେ ଡାବୁଗାଁ ଅବକାରୀ ବିଭାଗ ଉପ ନିରୀକ୍ଷକ ବୁଲୁ ପାତ୍ର, ସହ ଉପ ନିରୀକ୍ଷକ ଏସ. କେ. ପଣ୍ଡା, ସୁରେଖା ଭତ୍ରା, ଶ୍ରୀକାନ୍ତ ବିଶୋଇ ପ୍ରମୁଖ ଉପସ୍ଥିତ ଥିଲେ । ଏନେଇ ୨ଜଣ ଙ୍କ ନାମରେ ଡାବୁଗାଁ ଅବକାରୀ କାର୍ଯ୍ୟ|ଳୟ କେସ ନଂ ୨୨୦/୨୩-୨୪ ଓ ୨୨୧/୨୩-୨୪ ରେ ମାମଲା ରୁଜୁ ହୋଇଛି ।

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ରସି ଲଗାଈଥିବା ଝୁଲନ୍ତା ଶବ ଉଦ୍ଧାର

Sunil Chandra Nayak

ସରକାରୀ ଅର୍ଥ ଆତ୍ମସାତ ଘଟଣାରେ ଭିଜିଲାନ୍ସ ରିମାଣ୍ଡରେ ସୂଚୀସ୍ମିତା , ୨ କୋଟି ୫୬ ଲକ୍ଷ ଅର୍ଥ ଆତ୍ମସାତ ହୋଇଥିବା ପ୍ରକାଶ

Sunil Chandra Nayak

ବାଲିଛାଇ ରେ ଜୁଆ ଚଢ଼ାଉ ୦୮ ଗିରଫ

Sunil Chandra Nayak

Leave a Comment

error: Content is protected !!