ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଉପଖଣ୍ଡ ସ୍ତରୀୟ ଆଦିବାସୀ ଶବର ସମାଜ ର କାର୍ଯ୍ୟକାରିଣୀ ସଭା

ଉପଖଣ୍ଡ ସ୍ତରୀୟ ଆଦିବାସୀ ଶବର ସମାଜ ର କାର୍ଯ୍ୟକାରିଣୀ ସଭା

ପାଟଣାଗଡ ତା 24.03.24 ଗଡ଼ଭିତର ସ୍ଥିତ କଲ୍ୟାଣ ମଣ୍ଡପ ଠାରେ ଆଦିବାସୀ ଶବର / ସହରା ସମାଜ ର କାର୍ଯ୍ୟକାରିଣୀ ସଭା ଅନୁଷ୍ଠିତ ହୋଇଯାଇଛି l ସଭା ପୂର୍ବରୁ ଶବର ସହରା ମାନଙ୍କ ଇଷ୍ଟ ଦେବତା ଶବରୀ ନାରାୟଣ, ନୀଳମାଧବ, ଦାରୁବ୍ରହ୍ମ ଙ୍କ ପୂଜାର୍ଚ୍ଚନା ଏବଂ ବନ୍ଦନା କରାଯାଇଥିଲା l ଉପଖଣ୍ଡ ସ୍ତରୀୟ ଶବର ସମାଜ ସଭାପତି ଚନ୍ଦ୍ରମଣି ଶବର ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ଯୋଗଦେଇଥିଲେ l ଓଡିଶା ଆଦିବାସୀ ତାଲିକା ଅନୁସାରେ ରାଜ୍ୟରେ ଚଉଷଠି ଆଦିବାସୀ ସମ୍ପ୍ରଦାୟ ଅଛନ୍ତି l ସେଥିମଧ୍ୟରେ କ୍ରମିକ ସଂଖ୍ୟା ୫୯ ରେ ଶବର, ସହରା, ସଓରା, ସଅର, ଜାରା ସଓରା, ଭିମା ସଓରା, ଯଦୁ ସଓରା,ଚୁମୁରା ସଓରା, ଯତି ସଓରା,ଟଙ୍କଳl ସଓରା, କଳାପୀଠିଆ ସଓରା,ବସୁ ସଓରା, ପତର ସଓରା, ଲାଞ୍ଜିଆ ସଓରା, ଓଡ଼ିଆ ସଓରା, ସୁଦ୍ଧ ସଓରା ଅନ୍ୟତମ l ଓଡିଶା ରେ ଶବର ମାନଙ୍କ ଜନସଂଖ୍ୟା ସର୍ବାଧିକ ୨0 ଲକ୍ଷ ରୁ ଉର୍ଦ୍ଧ ହୋଇଥିବା ବେଳେ ବଲାଙ୍ଗିର ଜ଼ିଲ୍ଲା ରେ ମଧ୍ୟ ସହରା ସମ୍ପ୍ରଦାୟ ର ଜନସଂଖ୍ୟା ଏକ ଲକ୍ଷ ରୁ ଅଧିକ l ଉଚ୍ଚ ଶିକ୍ଷା, ଅର୍ଥନୈତିକ, ସାମାଜିକ, ରାଜନୈତିକ ବିକାଶ , ସରକାରୀ ବିଭାଗ ରେ ନିଯୁକ୍ତି କ୍ଷେତ୍ରରେ ସହରା ସମ୍ପ୍ରଦାୟ ପଛୁଆ ରହିଛି lଇତିହାସ ଏବଂ କିମ୍ବଦନ୍ତୀ ଅନୁସାରେ ଭଗବାନ ନୀଳମାଧବ ଙ୍କ ଆଦ୍ୟ ସେବକ ଶବର ରାଜା ବିଶ୍ୱାବସୁ ଙ୍କ ବଂଶଧର ତଥା ଶବରୀ ନାରାୟଣ ଙ୍କ ଆଦ୍ୟ ସେବିକା ମାତା ଶ୍ରାବଣl ଶବରୀଙ୍କ ବଂଶଧର ହେଉଛନ୍ତି ବର୍ତ୍ତମାନ ର ଶବର, ସହରା,ସଓରା, ସଅର ସମ୍ପ୍ରଦାୟ ବୋଲି ରାଜ୍ୟସଭା ସାଂସଦ ଶ୍ରୀ ବିଶି ପ୍ରକାଶ କରିଥିଲେ l ଶବର ସମ୍ପ୍ରଦାୟ ର କଳା, ସଂସ୍କୃତି, ଐତିହ୍ୟ, ସ୍ଥାପତ୍ୟ,ଦେବଦେବୀ ପୂଜା ପଦ୍ଧତି,ପ୍ରଥା ପରମ୍ପରା,ସଉରା ଭାଷା ର ସୁରକ୍ଷା, ପୁନଃଉଦ୍ଧାର, ସଂରକ୍ଷଣ କରିବା ପାଇଁ ସମାଜର ଛାତ୍ରଛାତ୍ରୀ, ଯୁବକ, କର୍ମଚାରୀ ସ୍ବେଛାକୃତ ଭାବରେ ଆଗେଇ ଆସିବାକୁ ଶ୍ରୀ ବିଶି ଉଦବୋଧନ ଦେଇଥିଲେ l ସଭା ରେ ଉପଖଣ୍ଡ ସ୍ତରୀୟ ସହରା ସମାଜର ନୂତନ କର୍ମକର୍ତ୍ତା ଯଥା ସଭାପତି ଚନ୍ଦ୍ରମଣି ଶବର, ସମ୍ପାଦକ ସନ୍ତୋଷ ବିଶି, ମହାସଚିବ ସାରଥୀ ବାଗ, କୋଷାଧ୍ୟାକ୍ଷ ସବ୍ୟସାଚୀ ବର୍ଗେ,ଉପସଭାପତି ଉତ୍ତର କୁମାର ବାଗ, ବ୍ଲକ ସଭାପତି ଶଶୀଭୁଷଣ ବlରଲେବଡ଼ିଆ, ବେଲପଡା ବ୍ଲକ ସଭାପତି ରାଜକିଶୋର ବର୍ଗେ,ଟିଟିଲାଗଡ଼ ଉପଖଣ୍ଡ ସଭାପତି ଗଜପତି କlଲସାଏ ,ବଲାଙ୍ଗିର ଉପଖଣ୍ଡ ଉପସଭାପତି ବଳଦେବ ଭୋଇ, ଖପ୍ରାଖୋଲ ବ୍ଲକ ସଭାପତି ବସନ୍ତ ନାଗ, ଦିବାକର ଭୋଇ,ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l ସଭାରେ ସହରା ସମାଜର ବିଶିଷ୍ଟ ନେତା ଠାକୁର ଭୋଇ,ଇନ୍ଦ୍ର ଶବର, ଅରକ୍ଷିତ ବନଗୁଳା , ନୃପ ନାଗ, ମହାଦେବ ଶବର,ଯୁଧିଷ୍ଠିର ଭୋଇ,ଡମ୍ବରୁ ବିଶି ପ୍ରମୁଖ ଉପସ୍ଥିତ ଥିଲେ l

ବଲାଙ୍ଗିର ରୁ ଦୁର୍ଯ୍ୟୋଧନ ବର୍ଗେ ଙ୍କ ରିପୋର୍ଟ୍ 

Related posts

ତିନି ଦଫା ଦାବି ପୂରଣ ନିମନ୍ତେ ପ୍ରାଥମିକ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କର ବି.ଇ.ଓ ଅଫିସ୍ ସମ୍ମୁଖରେ ଗଣ ଧାରଣା

masiha

ଜିଲ୍ଲାସ୍ତରୀୟ  ଅଭିଯୋଗ ଜନଶୁଣାଣି ଶିବିର

Sunil Chandra Nayak

ସାମ୍ବାଦିକଙ୍କ ବିୟୋଗରେ ବସ୍ତା ପ୍ରେସ କ୍ଲବ ପକ୍ଷରୁ ଶ୍ରଦ୍ଧାଞ୍ଜଳି ସଭା

masiha

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort