ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ପରସ୍ପର ଖୁଆଖୁଇ ହେଲେ ମିଠା, ମନରୁ ଓ ପାଟିରୁ ସ୍ବାଦ ହଟିଲା ଖଟା। ନିର୍ବାଚନ ମଣ୍ଡଳୀକୁଏଣ୍ଟ୍ରି କରିଵେ ଅଂଶୁମାନ,ସ୍ବାଗତ ଅପେକ୍ଷାରେ ବିକାଶ ପୁରୁଷ ଧୃଵ

ପରସ୍ପର ଖୁଆଖୁଇ ହେଲେ ମିଠା, ମନରୁ ଓ ପାଟିରୁ ସ୍ବାଦ ହଟିଲା ଖଟା। ନିର୍ବାଚନ ମଣ୍ଡଳୀକୁଏଣ୍ଟ୍ରି କରିଵେ ଅଂଶୁମାନ,ସ୍ବାଗତ ଅପେକ୍ଷାରେ ବିକାଶ ପୁରୁଷ ଧୃଵ

ରାଜନଗର -23.3 024 କେନ୍ଦ୍ରାପଡା ଜିଲ୍ଲା ରାଜନଗର ନିର୍ବାଚନମଣ୍ଡଳୀକୁ ସମସ୍ତଙ୍କର ଆଦରଣୀୟ ଅଂଶୁମାନ ମହାନ୍ତି ଵୁଧ ବାର ଦିନ ଏଣ୍ଟ୍ରି କରିଵେ ବୋଲି ଚର୍ଚ୍ଚା ଆରମ୍ଭ ହେଊଛି । ସେ ଶଙ୍ଖ ଭବନରେ ବିଜେଡିରେ ମିଶିବା ଦିନ ଠାରୁ ଆଜି ପର୍ଯ୍ୟନ୍ତ ଅଞ୍ଚଳକୁ ପାଦ ପକାଇ ନାହାନ୍ତି,ଏଵେ ଏକାକାର ହୋଇଥିବା ସମସ୍ତ ବିଜେଡି କର୍ମୀ ଓ ଜନସାଧାରଣ ଚାତକ ପରି ଅଂଶୁମାନଙ୍କୁ ଅପେକ୍ଷା କରିବସିଛନ୍ତି। ଏପଟେ ଆମ ସମସ୍ତଙ୍କର ବିକାଶର ସାରଥି ପ୍ରିୟ ବିଧାୟକ ଶ୍ରୀଯୁକ୍ତ ଧୃଵ ସାହୁ ତାଙ୍କର ଶ୍ରଦ୍ଧେୟ ସାନ ଭାଇ ଅଂଶୁମାନଙ୍କୁ ସ୍ବାଗତ ସମ୍ବର୍ଦ୍ଧନା କରି ଏଣ୍ଟ୍ରି କରାଇବେ। ପରେ ବିଜେଡି ଦଳର ସଙ୍ଗଠନ ଆହୁରି ଦୃଢୀଭୂତ କରିବାକୁ ଉଭୟେ କାର୍ଯ୍ୟ କରି ନଵୀନ ପଟ୍ଟନାୟକଙ୍କ ହାତମୁଠାକୁ ଟାଣ କରିବାକୁ ପ୍ରୟାସ ଜାରି ରଖିଵେ। ଗତକାଲି ଉଭୟେ ନେତା ଓ ଗୋଷ୍ଠି ଅନୁଗତଙ୍କ ମଧ୍ୟରେ ଥିବା ବାଦ ବିବାଦର ଅବଶାନ ଘଟି ପରସ୍ପର ମଧ୍ୟରେ ମିଠା ଖୁଆଖୁଇ ହୋଇ ପାଟି ମିଠାକରି ସଵୁ କିଛି ଭୁଲି ଗୋଟିଏ ସରଳ ରେଖାରେ ଛିଡା ହୋଇ ସଙ୍ଗଠନ କରିବାକୁ ଆଗ୍ରହ ପ୍ରକାଶ ପାଇଛି। ପରୋକ୍ଷରେ ଏହା ରାଜନଗର ନିର୍ବାଚନ ମଣ୍ଡଳୀ ପାଇଁ ଵିଜେଡିର ସମରସଜ୍ଜା ସହ ରଣନୀତି ପ୍ରାୟତ। ସୁପ୍ରିମଙ୍କ ନିର୍ଦ୍ଦେଶ ପ୍ରକାରେ ଟିକେଟ ପଛରେ ପଡିବା ଅପେକ୍ଷା ଉଭୟେ ଅଞ୍ଚଳକୁ ଯାଇ ଦଳର ସଙ୍ଗଠନ କର ,କିଏ କେଉଁଠି କେଉଁ ପ୍ରାର୍ଥୀ ହେଵେ ତାହା ଠିକଣା ସମୟରେ ସୁପ୍ରିମ ଘୋଷଣା କରିବେ। ତେଣୁ ନିଜ ନିଜ ଭିତରେ କୌଣସି ଦ୍ଵନ୍ଦ ନ ରଖି ମିଳିମିଶି ଦଳିୟ ସଙ୍ଗଠନ କାର୍ଯ୍ୟରେ ଲାଗିପଡିବାକୁ ଉପର ନିର୍ଦ୍ଦେଶକୁ ଆମେ ମାନିନେଵା ଉଚିତ୍। ତେଣୁ ଦଳ ଯାହାକୁ ପ୍ରାର୍ଥୀ କରିବ ଆମେ ସମସ୍ତେ ତାଙ୍କୁ ଵିଜୟୀ କରିବାକୁ ସବୁପ୍ରକାର ଚେଷ୍ଟା କରିବା। ଗତକାଲି ଭୂଵନେଶ୍ବରରେ ହୋଇଥିବା ସମନ୍ଵୟ ବୈଠକରେ ରାଜନଗର ନିର୍ବାଚନ ମଣ୍ଡଳୀର ନେତୃବୃନ୍ଦ ତଥା ବିଧାୟକ ଧୃବ ସାହୁ ଓ ଅଂଶୁମାନ ମହାନ୍ତିଙ୍କୁ ଏଭଳି ବାର୍ତ୍ତା ଦେଇଛନ୍ତି ସୁପ୍ରିମୋ। ଏହି ଦୁଇ ନେତା ରାଜନଗର ନିର୍ବାଚନମଣ୍ଡଳୀକୁ କେମିତି ଉତ୍ତମ ସମନ୍ବୟ ରକ୍ଷା କରି ଦଳକୁ ଅଧିକ ସଶକ୍ତ ଓ ମଜବୁତ କରିଵେ, ତା ଉପରେ ଫୋକସ କରାଯାଇଥିଲା। ବିଗତ କିଛି ଦିନ ହେଵ ଅଂଶୁମାନ ଓ ଧୃବଙ୍କ ସମର୍ଥକମାନେ ଵିଧାୟକ ପ୍ରାର୍ଥୀତ୍ବକୁ ନେଇ ଦାଵୀ କରିଆସୁଛନ୍ତି। ଅଂଶୁମାନ ସମର୍ଥକଙ୍କ ଦାଵୀ ଯେ ଵିଧାୟକ ଟିକେଟ ଅଂଶୁମାନଙ୍କୁ ହିଁ ମିଳିବ। ଧୃବଙ୍କ ଅନୁଗତ୍ୟ ବି ଅନୁରୂପ ଦାଵୀ କରିଛନ୍ତି। ହେଲେ ଦଳ ତରଫରୁ ଏପରି କିଛି ନିଷ୍ପତ୍ତି ନିଆଯାଇନାହିଁ। ଅଂଶୁମାନ ଵିଜେଡିରେ ଯୋଗ ଦେବା ଦିନ ଠାରୁ ବିଧାୟକ ଶ୍ରୀ ଧୃବଙ୍କ ସହ ଏକାଠି ଦେଖିଵିକୁ ମିଳିନାହିଁ। ଏହି ନେତା ଦ୍ଵୟଙ୍କ ସମନ୍ଵୟ ଅଭାବରୁ ଦଳ ଯେପରି କ୍ଷତିରେ ନପଡେ, ତା ଉପରେ ଗୁରୁତ୍ୱ ଦିଆଯାଇଛି। ରାଜନଗରର ନିର୍ବାଚନ ମଣ୍ଡଳୀର ଏହି ଉଦୀୟମାନ ନେତା ଦ୍ଵୟ ଭୂଵନେଶ୍ବର ବୈଠକରେ ନେତୃବୃନ୍ଦଙ୍କ ଉପସ୍ଥିତରେ ଦୁହେଁ ପାଖା ପାଖି ଵସି ପରସ୍ପର ମିଠା ଖୁଆଇବାର ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି,ଅପରପକ୍ଷରେ ଅଂଶୁମାନଙ୍କ ଗୋଷ୍ଠିକୂ ଧୃବସାହୁ ମିଠା ଖୁଆଇଥିବା ବେଳେ ଧୃବଙ୍କ ଗୋଷ୍ଠିକୁ ଅଂଶୁମାନ ମିଠା ଖୁଆଇ ଥିଲେ ।ଏତଦବ୍ୟତିତ ଵୁଧବାର ଦିନ ରାଜନଗର ନିର୍ଵାଚନ ମଣ୍ଡଳୀର ଏକ ଵଡ ଧରଣର ସଭା ଆୟୋଜନ କରାଯିବିକୁ ସ୍ଥିର କରାଯାଇଛି। ଯାହାର ସଂଯୋଜନା କରିଵେ କେନ୍ଦ୍ରାପଡା ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ମାହିଙ୍ଗା ଵିଧାୟକ ପ୍ରତାପ ଜେନା। ଏଥିରେ ଉଭୟେ ଗୋଷ୍ଠୀର ସମର୍ଥକ ଓ ଅନୁଗତ ଯୋଗଦେଵେ ଏଵଂ ଏଠାରେ ଯିଏ ପ୍ରାର୍ଥୀ ହେଵେ ସମସ୍ତେ ମିଳିମିଶି ବିଜୟୀ କରିବା ଦାୟିତ୍ୱ ଵହନ କରିଵେ ବୋଲି ଵୈଠକରେ ଆହ୍ଵାନ ଦିଆଯାଇଛି। ଦଳର ସଂଗଠନକୁ ଅଧିକ ମଜବୁତ କରି ଆମର ଲୋକପ୍ରିୟ ମୁଖ୍ୟ ମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ କରିବାକୁ ସଂକଳ୍ପ ନେଇଥିଲେ।

କେନ୍ଦ୍ରାପଡ଼ା ରୁ ଜିଲ୍ଲା ପ୍ରତିନିଧି ସମୀର କୁମାର ପ୍ରଧାନ ଙ୍କ ରିପୋର୍ଟ ମସିହା ନିୟୁଜ!!!

Related posts

ଆନ୍ଦୋଳନ ଓ ବିକ୍ଷୋଭ ପ୍ରଦର୍ଶନର ଧମକ ଦେଲା କଂଗ୍ରେସ

Sunil Chandra Nayak

ବିଜାତଳା ବ୍ଳକ କାର୍ଯ୍ୟାଳୟ ସମ୍ମୁଖରେ ୯ ଦଫା ସମ୍ବଳିତ ଦୁର୍ନୀତି ଦାବି ନେଇ ବିଜାତଳା ବ୍ଳକ କଂଗ୍ରେସ କମିଟି ପକ୍ଷରୁ ପ୍ରତିବାଦ ସଭା

masiha

ସାମ୍ପ୍ରତିକ ରାଜନୀତି ରେ “ଚାଟୁକାରିତା “ଏକ ବଡ଼ ଚାରିତ୍ରିକ ଆଵଶ୍ୟକତା ନା ବାଧ୍ୟ ବାଧକତା ? ନବୀନ ନନ୍ଦ, ପୁର୍ବତନ ବିଧାୟକ ଙ୍କ ସ୍ମୃତି ଓ ଅନୁଭୂତି

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort