ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଦୁଇଟି ପୃଥକ୍ ପୃଥକ୍ ସ୍ଥାନରେ ଦୁଇଟି ମିଶ୍ରଣ ପର୍ବ 

ଦୁଇଟି ପୃଥକ୍ ପୃଥକ୍ ସ୍ଥାନରେ ଦୁଇଟି ମିଶ୍ରଣ ପର୍ବ 

ନବରଙ୍ଗପୁର:(୨/୫/୨୦୨୪)( ରବି ନାରାୟଣ ମହାନ୍ତି) ବୁଧବାର ସକାଳ ୧୦.୦୦ ଘଣ୍ଟା ସମୟରେ ନବରଙ୍ଗପୁର ଜିଲ୍ଲା ଉମରକୋଟ ନଗରମଣ୍ଡଳ ସ୍ଥିତ ଭାଲୁଗୁଡା ଏବଂ ନଗର ବିଜେପି କାର୍ଯ୍ୟାଳୟ ଦୁଇଟି ପୃଥକ୍ ପୃଥକ୍ ସ୍ଥାନରେ ଦୁଇଟି ମିଶ୍ରଣ ପର୍ବ ର ଆୟୋଜନ କରାଯାଇଥିଲା ।ଭାଲୁଗୁଡା ଠାରେ ନଗରମଣ୍ଡଳର ପାଇକ ସମାଜର ୪୦ ଉର୍ଦ୍ଧ ପୁରୁଷ ଓ ମହିଳା ଏବଂ ନଗର ବିଜେପି କାର୍ଯ୍ୟାଳୟ ଠାରେ ଉମରକୋଟ ବିଧାନସଭା କ୍ଷେତ୍ର ବେହେଡା ମଣ୍ଡଳ ର ୫୦ରୁ ଉର୍ଦ୍ଧ କଂଗ୍ରେସ ଓ ବିଜେଡି କାର୍ଯ୍ୟକର୍ତ୍ତା ଦଳ ତ୍ୟାଗ କରି ବିଜେପି ରେ ସାମିଲ ହୋଇଛନ୍ତି ।ସାମିଲ ହୋଇଥିବା ଲୋକଙ୍କ କହିବା ଅନୁସାରେ ବିଜେପି ର ନୀତି ଆଦର୍ଶ ଓ ଜସସ୍ବି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଦଶ ବର୍ଷ ଶାସନରେ ସବକା ସାଥ, ସବକା ବିକାଶ, ସବକା ବିଶ୍ବାସ ଓ ସବକା ପ୍ରୟାସ ଏହି ମୂଳମନ୍ତ୍ର ଆଧାରରେ ଦେଶରେ ବିକାଶ ର ଉଜାଗର ହୋଇଛି ଏବଂ ମୋଦି କହିଛନ୍ତି “ଏ ତ ଟ୍ରେଲରହେ “ବର୍ତ୍ତମାନ ଦେଶକୁ ଆହୁରି ଆଗକୁ ନେବାର ଅଛି ।ବିଜେପି ସରକାର ରେ ମୋଦି ଙ୍କ ବିକଶିତ ଭାରତ ଯୋଜନା ମାନ ସବୁ କାର୍ଯ୍ୟକାରୀ ହେବା ଦେଖୁଅଛୁ ।ରାଜ୍ୟରେ ୨୫ ବର୍ଷ ସରକାର ରେ ଅସନ୍ତୁଷ୍ଟ ବୋଧ ପ୍ରକାଶ କରିବା କଥା କହିଥିଲେ ଓ ବିଜେପି ଥିଲେ ଦେଶ ଓ ଧର୍ମ ସୁରକ୍ଷିତ ରହିବ କହି ଆମେ ଆଜି ବିଧିବଦ୍ଧ ଭାବେ ବିଜେପି ରେ ସାମିଲ ହେଲୁ କହିଥିଲେ ।ନୂଆରେ ମିଶି ଥିବା କାର୍ଯ୍ୟକର୍ତ୍ତା ଙ୍କୁ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ନିତ୍ୟାନନ୍ଦ ଗଣ୍ଡ ଦଳୀୟ ଟୋପି ଓ ଉତ୍ତରୀୟ ପ୍ରଦାନ କରି ସମ୍ମାନର ସହିତ ସ୍ବାଗତ କରିଥିଲେ ।ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଅତିଥି ଥିଲେ ରାଜ୍ୟ ସମ୍ପାଦକ ଶ୍ରୀଯୁକ୍ତ ରମେଶଚନ୍ଦ୍ର ସାହୁ, ବିଧାନସଭା ସଂଯୋଜକ ସୁରେଶ ଆଚାର୍ଯ୍ୟ,ନଗରମଣ୍ଡଳ କୋଷାଧକ୍ଷ ରାହୁଲ ଅଗ୍ରୱାଲ,ବିଧାନସଭା ପ୍ରଭାରୀ ସୀମାଞ୍ଚଳ ମଲ୍ଲିକ, ବେହେଡା ମଣ୍ଡଳ ସଭାପତି ଧନୁର୍ଯୟ ପରଜା, ମାନସଂଙ୍ଗ୍ ଦାସ, ଭୋଜନାଥ ଗଣ୍ଡ, ମାୟାରାମ ଗଣ୍ଡ, ରମେଶ ଦାସ, ଏବଂ ନଗରମଣ୍ଡଳର ବହୁ କାର୍ଯ୍ୟକର୍ତ୍ତା ଏହି ମିଶ୍ରଣ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ।

Related posts

ଡାବୁଗାଁ ବ୍ଲକ କଂଗ୍ରେସ କମିଟି ର ଖବରଦାତା ସମ୍ମିଳନୀ

masiha

ପ୍ରଚାର ମଇଦାନକୁ ଓହ୍ଲାଇଲା ବିଜୁଜନତା ଦଳ

masiha

ବିଜେପିର ମିଶ୍ରଣ ପର୍ବ

masiha

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort