ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

କଂଗ୍ରେସ ନେତ୍ରୀ ରଞ୍ଜିତା ମଲ୍ଲିକଙ୍କ ସାମ୍ବାଦିକ ସମ୍ମିଳନୀ

କଂଗ୍ରେସ ନେତ୍ରୀ ରଞ୍ଜିତା ମଲ୍ଲିକଙ୍କ ସାମ୍ବାଦିକ ସମ୍ମିଳନୀ 

ରାଉରକେଲା: ପାନପୋଷ ସର୍କିଟ ହାଉସ ଘଟଣା ରେ ବିଜେପି ରୁ ବହିଷ୍କୃତ ପ୍ରକାଶ ପାଶ୍ୱ।ନ ଓ ପାନପୋଷ ଉପ ଜିଲ୍ଲାପାଳଙ୍କ ଭୂମିକା ନେଇ କଂଗ୍ରେସର ମହିଳା ସଭାପତି ରଞ୍ଜିତା ମଲ୍ଲିକ ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନରେ ଏକ ସାମ୍ବାଦିକ ସମ୍ମିଳନୀ କରି ଘଟଣା କୁ ନିନ୍ଦା କରିବା ସହ ଉପ ଜିଲ୍ଲାପାଳ ନୀରବ ରହିବା ନେଇ ପ୍ରଶ୍ନ ଉଠାଇଛନ୍ତି। ପ୍ରକାଶ ଙ୍କୁ ବିଜେପି ବହିସ୍କାର କରିଛି, ଠିକ୍ ଅଛି କିନ୍ତୁ ପ୍ରଶାସନ ଚୁପ୍ କାହିଁକି ବସିଛି, ତଥା ଏହାସହ ରାଜ୍ୟ ଶିଶୁ ଆୟୋଗ ସଦସ୍ୟା କଳ୍ପନା ଲେଙ୍କାଙ୍କ ବକ୍ତବ୍ୟ ସହ ସର୍କିଟ ହାଉସ ଘଟଣାରେ ଏସପି, ଅତିରିକ୍ତ ଜିଲ୍ଲାପାଳ ଏପରିକି ଜିଲ୍ଲାପାଳଙ୍କ କାର୍ଯ୍ୟକଳାପ ସନ୍ଦେହ ଘେରରେ ବୋଲି ମତ ରଖି ଏହି ଘଟଣାରେ ସମ୍ପୃକ୍ତ ସମସ୍ତଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସେ ସରକାରଙ୍କୁ ଅନୁରୋଧ କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟ ମାନଙ୍କ ମଧ୍ୟରେ ଭଗବତୀ ଜେନା, ସସ୍ମିତା ଜେନା, ସାବିତ୍ରୀ ମହାପାତ୍ର, ସରୋଜିନୀ ସୂତାର,ଋପାଲୀ ପ୍ରିୟଦର୍ଶିନୀ ପ୍ରମୁଖ ଉପସ୍ଥିତ ଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ବାସୁଳୀଦୀଗା ଗ୍ରାମରେ ବିଜେଡି ର ବିଶାଳ ମିଶ୍ରଣ ପର୍ବ,ଅନ୍ଯ ଦଳ ଛାଡି ବିଜେଡି ରେ ସାମିଲ ହେଲେ ଶହେ ରୁ ଉର୍ଧ୍ବ ପରିବାର

masiha

ପରିବହନ ବିଭାଗର ଫାଇନ ଆଦାୟ ପ୍ରସଙ୍ଗ ଫାଇନ ଆଦାୟ ନାଁରେ ଓଡ଼ିଶାବାସୀଙ୍କୁ ଶୋଷଣ କରୁଛନ୍ତି ରାଜ୍ୟ ସରକାର: ବିଜେଡି

ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ଆଞ୍ଚଳିକ ସମ୍ମିଳନୀ 

Sunil Chandra Nayak

Leave a Comment

error: Content is protected !!