ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସରିସା ଗ୍ରାମରେ ହାତୀ ଆତଙ୍କ

ସରିସା ଗ୍ରାମରେ ହାତୀ ଆତଙ୍କ

ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ଅନ୍ତର୍ଗତ ସରିସା ଗ୍ରାମରେ ଶୁକ୍ରବାର ଅପରାହ୍ନ ସମୟରେ ହାତୀ ଆତଙ୍କ ଦେଖିବାକୁ ମିଳିଛି।ତେବେ ହାତୀ ପାଖ ବଣଦେଇ ହାତୀ ଏହି ଗ୍ରାମରେ ରେ ପ୍ରବେଶ କରିଥିଲେ। ଏଠାରେ ଗ୍ରାମରେ ଥିବା ବିଭିନ୍ନ ଲୋକଙ୍କ ଘରେ ଥିବା ଧାନ ଚାଉଳ ନଷ୍ଟ କରିବା ସହିତ ଚାଷଜମି ଓ ଗଛପତ୍ର ଭାଙ୍ଗିଥିଲେ। ପରେ ବନବିଭାଗ ଓ ସ୍ଥାନୀୟ ଲୋକେ ଘଟଣାସ୍ଥଳରୁ ହାତୀ କୁ ପାଖ ଜଙ୍ଗଲକୁ ଛାଡିଥିବା ଜଣାଯାଇଛି।

ବସ୍ତା ରୁ ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

ଦେବକୀ ବସୁଦେବ ବିବାହ, ଉଗ୍ରସେନ ଗାଦିଚ୍ୟୁତ, ଯୁବରାଜ କଂସଙ୍କ ସିଂହାସନ ଆରୋହଣ ,ତୃତୀୟ ଦିନରେ ବିଶ୍ୱନାଥପୁର ଧନୁଯାତ୍ରା ମହୋତ୍ସବ

masiha

ମୌଳିକ ସୁବିଧାରୁ ବଞ୍ଚିତ ଖୋଲିଭିତର ଗାଁ ; ପ୍ରଶାସନର ସହାୟତାକୁ ଅପେକ୍ଷା

Sunil Chandra Nayak

ରାଜ୍ୟ ସରକାରଙ୍କ ୨୦୨୨ ସଂଶୋଧିତ ବେତନହାର ପ୍ରଦାନ କ୍ୟାବିନେଟ୍ ନିଷ୍ପତ୍ତି – ୪୮୮ ଶିକ୍ଷକ କର୍ମଚାରୀ ସଂଘର ସ୍ବାଗତ

Sunil Chandra Nayak

Leave a Comment

error: Content is protected !!