ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗୋଟିପୁଟ ଜଙ୍ଗଲରେ ଲାଗିଲା ନିଆ ମୁଲ୍ୟବାନ ବୃକ୍ଷ ନଷ୍ଟ

ଗୋଟିପୁଟ ଜଙ୍ଗଲରେ ଲାଗିଲା ନିଆ ମୁଲ୍ୟବାନ ବୃକ୍ଷ ନଷ୍ଟ

ତେନ୍ତୁଳିଖୁଣ୍ଟି ୦୫/୪/୨୪ // ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଗତିପୁଟ ଜଙ୍ଗରେ ରେ ନିଆଁ ଲାଗି ଜଙ୍ଗଲ ନଷ୍ଟ ହେଉଥିବା ଦେଖିବାକୁ ମିଳିଛି । ସମୟ ଗଡିବା ସହ ନିଆଁ ର ପ୍ରକୋପ ବୃଦ୍ଧି ପାଉଥିବା ବେଳେ ବନ କର୍ମଚାରୀଙ୍କ ଦେଖା ନଥିବାରୁ ଜୀବଜନ୍ତୁ ଙ୍କ ଜୀବନ ଯାଉଥିବା ବେଳେ ମୁଲ୍ୟବାନ ବୃକ୍ଷ ଗୁଡିକ ନଷ୍ଟ ହେଉଥିବା ଅଭିଯୋଗ ହେଉଛି । କେବଳ ଗତିପୁଟ ନୁହଁ ବେଜୁଗୁଡା ନିକଟସ୍ଥ ଜଙ୍ଗଲରେ ମଧ୍ୟ ନିଆଁ ଲାଗିଥିବା ଦେଖିବାକୁ ମିଳିଛି । ଏହି ନିଆଁ ଗତକାଲି କମ ଜଳୁଥିବା ବେଳେ ଆଜି ଆଧିକ ଜଳୁଥିବା ଅଞ୍ଚଳରେ ଲୋକେ କହୁଛନ୍ତି ।ବନବିଭାଗ ତରଫରୁ ଜଙ୍ଗଲ ନିଆଁ ନଲଗାଇବା ନେଇ ସଚେତନ କରାଯାଉଛି ଶତ କିନ୍ତୁ ଜଙ୍ଗଲ ନିଆଁ ଲିଭାଇବା ଦିଗରେ ବନବିଭାଗ ଦୁର୍ବଳ କାହିଁକି ବୋଲି ପ୍ରଶ୍ନ କରିଛନ୍ତି ଅଞ୍ଚଳବାସୀ ।ଏହି ଜଙ୍ଗଲରେ ବୋହୁ ଜଙ୍ଗଲୀ ଜନ୍ତୁ ବସବାସ କରନ୍ତି । ଜଙ୍ଗଲ ପୋଡିଯିବା ଫଳରେ ଜୀବଜନ୍ତୁ ଗାଁ ମୁହା ହୋଇପାରନ୍ତି । ଫଳରେ ଜୀବନ ଜାପନ ସନ୍ତୁଲନ ବିଗିଡିବା ନେଇ ଚର୍ଚା ହେଉଛି ।  ଏହି ଜଙ୍ଗଲ ନିଆଁ ଆୟତ କରିବାପାଇଁ କିଛି ପ୍ରୟାସ ହେଉନଥିବା ରୁ ଅସନ୍ତୋଷ ବୃଦ୍ଧି ପାଉଛି । କେଉଁ କାରଣ ପାଇଁ ଏହି ଜଙ୍ଗଲ ଜଳିଲା ତାହା ଜଣା ପଡ଼ିନାହିଁ ।ଶତାଧିକ ମୂଲ୍ୟବାନ  ଗଛ ଏବଂ ଚେରମୂଳି ଗଛ ପୋଡି ପାଉଁଶ ହୋଇଯାଉଛି ।କିନ୍ତୁ ନିଆଁ କୁ ଆୟତ ଦିଗରେ ପଦକ୍ଷପ ଗ୍ରହଣ କରା ନଯିବାରୁ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି ।ଜଙ୍ଗଲ ନିଆଁକୁ ଦୃଷ୍ଟିରେ ରଖି ବନବିଭାଗ ଏବଂ ରାଜ୍ୟ ସରକାରଙ୍କ ତରଫରୁ ବିଭିର୍ନ ସଚେତନତା କରାଯାଉଛି ।କିନ୍ତୁ ଏହାର କିଛି ପ୍ରଭାବ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବନବିଭାଗ  ରେ ପଡୁନଥିବା ମନେ ହେଉଛି ।ଏହି ନିଆଁ ର ପ୍ରକୁତ କାରଣ ଜଣା ପଡିନଥିଲେ ମଧ୍ୟ ଲୋକ ସଚେତନା ଅଭାବରୁ ହୋଇଥିବା ଅନୁମାନ କରାଯାଉଛି  ।ଅନ୍ୟ ପଟେ ବନବିଭାଗ ପକ୍ଷ୍ୟ ରୁ ନୃତନ ଜଙ୍ଗଲ ଶୃଷ୍ଟି ପାଇଁ ବିଭିର୍ନ ଯୋଜନାରେ ବ୍ୟାପକ ଗଛ ରୋପଣ କରାଯାଉଛି | କିନ୍ତୁ ଥିବା ଜଙ୍ଗଲ ନଷ୍ଟ ହେଉଥିବାବେଳେ ବନବିଭାଗ ନିରବ ଦ୍ରଷ୍ଠା ସାଜିଥିବା ଚର୍ଚା ହେଉଛି ।

ଗୋବର୍ଦ୍ଧନ ସାହୁ,ତେନ୍ତୁଳିଖୁଣ୍ଟି

Related posts

ସପ୍ତସ୍ବର କଳାକେନ୍ଦ୍ର ସ୍ଥାପନ ନିମନ୍ତେ ପ୍ରସ୍ତୁତି ବୈଠକ

masiha

କାମାକ୍ଷାନଗର ଉପଖଣ୍ଡ ସ୍ତରୀୟ ୭୪ତମ ସାଧାରଣତନ୍ତ୍ର ଦିବସ ପାଳିତ

Sunil Chandra Nayak

ଚିକିତ୍ସାବିଜ୍ଞାନ ରେ ପାଥୋଲୋଜି ର ଭୂମିକା ଗୁରୁତ୍ୱପୁର୍ଣ୍ଣ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort