ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ନୂଆପଡ଼ା ଜିଲ୍ଲା ଖଡିଆଳ ଠାରେ ବିଜେଡ଼ି ର ସମ୍ବର୍ଦ୍ଧନା ସଭା ଏବଂ ସଙ୍କଳ୍ପ ସମାବେଶ ଅନୁଷ୍ଠିତ 

ନୂଆପଡ଼ା ଜିଲ୍ଲା ଖଡିଆଳ ଠାରେ ବିଜେଡ଼ି ର ସମ୍ବର୍ଦ୍ଧନା ସଭା ଏବଂ ସଙ୍କଳ୍ପ ସମାବେଶ ଅନୁଷ୍ଠିତ 

ନୂଆପଡା,ନୂଆପଡ଼ା ଜିଲ୍ଲା ଖଡିଆଳ ଠାରେ ବିଜେଡ଼ି ର ସମ୍ବର୍ଦ୍ଧନା ସଭା ଏବଂ ସଙ୍କଳ୍ପ ସମାବେଶ ଅନୁଷ୍ଠିତ ହୋଇଯାଇଅଛି। ଏହି ଉପଲକ୍ଷେ ଏକ ବିଶାଳ ବାଇକ୍ ରେଲି ମାଁ ଠାକୁରାଣୀ ମନ୍ଦିର, ସମଲେଶ୍ୱରୀ, ଜଗନ୍ନାଥ ମନ୍ଦିର ଠାରୁ ରେଳି ବାହାରି ଖଡିଆଳ ନଗର ପରିକ୍ରମା କରିଅଛି। କଳାହାଣ୍ଡି ବିଜେଡ଼ି ସାଂସଦ ପ୍ରାର୍ଥୀ ଲମ୍ୱୋଦର ନିଆଁଲ, ଖଡିଆଳ ବିଧାୟକ ପ୍ରାର୍ଥୀ ଅଧିରାଜା ମୋହନ ପାଣିଗ୍ରାହୀ ଏବଂ ନୂଆପଡ଼ା ବିଧାୟକ ପ୍ରାର୍ଥୀ ରାଜେନ୍ଦ୍ର ପ୍ରସାଦ ଢୋଲକିଆ, ପ୍ରମୁଖ ସାମିଲ ହୋଇଥିଲେ। ଅଞ୍ଚଳ ର ବିକାଶ, ନବୀନ ପଟ୍ଟନାୟକ ଙ୍କ ଜନ କଲ୍ୟାଣକାରୀ ଯୋଜନା ନେଇ ଲୋକଙ୍କ ପାଖକୁ ପହଞ୍ଚିଥିଲେ। ଖଡିଆଳ କୁ ରେଳ ପଥ ସଂଯୋଗ ମୁଖ୍ୟ ପ୍ରାଥମିକତା ରହିଅଛି ବୋଲି ମତବ୍ୟକ୍ତ କରିଥିଲେ। ଅଗ୍ରେସନ ଭବନ ଠାରେ ସମ୍ବର୍ଦ୍ଧନା ସଭା ଏବଂ ସଙ୍କଳ୍ପ ସମାବେଶ ରେ ଯୋଗ ଦେଇଥିଲେ।

ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଉତ୍ତର ବାଲେଶ୍ୱର ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଫାଲଗୁନୀ ପାଣିଗ୍ରାହୀ ସମ୍ବର୍ଦ୍ଧିତ

ଯାମଦା ରେ ବିଜେଡ଼ିର ବ୍ଳକ ସ୍ତରୀୟ ବୈଠକ

ଭାରତୀୟ ଜନତା ପାର୍ଟି ନୂଆପଡା ଜିଲ୍ଲା ର  ସାମ୍ବାଦିକ ସମ୍ମିଳନୀ, ନବୀନ ଓଡ଼ିଶା ନୂଆପଡ଼ା ଜିଲ୍ଲାର ସମସ୍ୟା ନବୀନ ବାବୁଙ୍କ ଠାରୁ ଜବାବର ଆଶା 

masiha

Leave a Comment

error: Content is protected !!