ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଉତ୍କେଲା ରେ ଜୈନ ମୁନିଙ୍କ ଆଗମନ

ଉତ୍କେଲା,୦୬/୦୪,ନିପ୍ର,କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଉତ୍କେଲା ତେରାପନ୍ଥ ଭବନ ଠାରେ ଜୈନ ମୁନି ଶ୍ରୀ ପ୍ରଶାନ୍ତ କୁମାର ଜୀ,ଶ୍ରୀ କୁମୁଦ କୁମାର ଜୀ ପହଞ୍ଚିଛନ୍ତି। ପ୍ରତୌକ ଦିନ ସଂନ୍ଧ୍ୟା ରେ ପ୍ରବଚନ ମାଧ୍ୟମରେ ମଣିଷ ନିଜ ମନ ଭିତରେ କେବେ ବି କ୍ରୋଧ ହିଂସା ରାଗ ଲୋଭ ରଖନ୍ତୁ ନାହିଁ। ଛୋଟ ଶିଶୁ କଳାକାର ଙ୍କୁ ଶିକ୍ଷା ଦେଇ ଅଭିନୟ କରାଇ ଏସବୁ ବିଷୟରେ ସଚେତନ ବାର୍ତା ପ୍ରଦାନ କରାଉଛନ୍ତି। ଶ୍ରୀ ମୁନି ଦ୍ବୟ ଗତକାଲି ଉତ୍କେଲା ସରସ୍ବତୀ ଶିଶୁ ମନ୍ଧିର ଉତ୍କେଲା ରେ ସକାଳ ୦୭ ପହଞ୍ଚି ବିଦ୍ୟାଲୟର ଛାତ୍ରଛାତ୍ରୀ ଙ୍କୁ ଦେଶ ଭକ୍ତି ଶିକ୍ଷଣିୟ ନିତିବାଣି ପ୍ରଦାନ କରିଥିଲେ। ବିଦ୍ୟାଲୟର ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ପ୍ରାରମ୍ବିକ ସଂଗିତ ଗାନ କରାଯାଇ ମୁନି ମାନଙ୍କୁ ସ୍ବାଗତ କରିଥିଲେ। ଜୈନ ମୁନି ହୋଇଥିଲେ ସୁଦ୍ଧା ଦେଶ ଭକ୍ତି ମାନବିକତା ର ପ୍ରଚାର ପ୍ରସାର କରୁଛୁ ବୋଲି ନିଜ ଶ୍ରୀ ପ୍ରଶାନ୍ତ କୁମାର ଜୀ ବ୍ୟକ୍ତ୍ୟବ୍ୟ ପ୍ରଦାନ କରିଥିଲେ। ବିଦ୍ୟାଲୟର ସଭାପତି ଜୟହରି ପୁଟେଲ ଙ୍କ ଅଧ୍ୟକ୍ଷତାରେ ପ୍ରଧାନ ଆଚାର୍ଯ୍ୟ ବ୍ୟାସଦେବ ବାରିକ ସମେତ ସମସ୍ତ ଗୁରୁଜୀ ଗୁରୁ୍ମା ଉପସ୍ଥିତ ରହିଥିଲେ। ଶ୍ରୀ ମୁନି ମାନଙ୍କ ପରିଚୟ ପ୍ରଦାନ କରିଥିଲେ ଦେବଦାସ ଗୋୟଲ, ଶେଷରେ ଦେଶର ସମସ୍ତ ଙ୍କ ମଙ୍ଗଳ କାମନା କରି ଶ୍ରୀ ମୁନି ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ଶାନ୍ତିିପାଠ କରାଯାଇଥିଲା । ଉତ୍କେଲା ରୁ ଅର୍ଜୁନ ପୋଢ ଙ୍କ ରିପୋର୍ଟ

Related posts

ନୀଳ ମାଧବ ସିଂ ଦେଓ ଙ୍କ ନେତୃତ୍ୱ ରେ ରାଜ୍ୟସଭା ସାଂସଦ ସୁଜିତକୁମାର ସେଟ ଙ୍କୁ ଭେଟିଲେ ବିଶ୍ୱ ଶାନ୍ତି ସଂଗଠନ ସଦସ୍ୟ

Sunil Chandra Nayak

ସଦଜ୍ଞାନ ଜାଗୃତି ସେବାଶ୍ରମ ତଳତାପଣ୍ତାରେ ଯୋଗ ଦିବସ

Sunil Chandra Nayak

ସତ୍ୟରଞ୍ଜନ ସ୍ୱାଇଁ ଙ୍କ ଜଣାଣ ଦୁଃଖ

Sunil Chandra Nayak

Leave a Comment

error: Content is protected !!