ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଭାରତୀୟ ଜନତା ପାର୍ଟିର ବୁଥ ବିଜୟ ଅଭିଯାନ

ଭାରତୀୟ ଜନତା ପାର୍ଟିର ବୁଥ ବିଜୟ ଅଭିଯାନ

ସଂସ୍କୃତି ସମ୍ପନ୍ନ ଖଡିଆଳ ସହରରେ ଖଡିଆଳ ବିଧାନ ସଭା ନିର୍ବାଚନ ମଣ୍ଡଳୀ ସ୍ତରୀୟ ବୁଥ ବିଜୟ ଅଭିଯାନ ସମ୍ବନ୍ଧୀୟ ଏକ କର୍ମୀ ସମ୍ମିଳନୀ ସ୍ଥାନୀୟ ଅଗ୍ରସେନ ଭବନ ଠାରେ ଅନଷ୍ଠିତ ହୋଇଯାଇଛି।

ଏହିଅବସରରେକଳାହାଣ୍ଡିଲୋକସଭା ପ୍ରାର୍ଥୀ ମାଳବିକା ଦେବୀ ଓ ବିଧାନ ସଭା ପ୍ରାର୍ଥୀ ହିତେଶ କୁମାର ବଗର୍ତ୍ତି ହଜାର ହଜାର କର୍ମୀ,ଶୁଭେଚ୍ଛୁ ଓ ନିଜ ସମର୍ଥାକଙ୍କ ସହ ଏକ ବିରାଟ ପଟୁଆର ରେ ସମଲେଶ୍ଵରୀ, ରକ୍ତାମ୍ୱରି ଓ ଦଧିବାମନ ମନ୍ଦିର ଦର୍ଶନ କରି ଖଡିଆଳ ନଗରରେ ଶୋଭାଯାତ୍ରା ସହ ଶକ୍ତି ପ୍ରଦର୍ଶନ କରିଥିଲେ । ପରେ ଜିଲ୍ଲା ବିଜେପି ସଭାପତି ସୁବ୍ରତ କୁମାର ଠାକୁର ଙ୍କ ସଭାପତିତ୍ବରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ଏହି ବୈଠକ ରେ ସାଂସଦ ପ୍ରାର୍ଥୀ ମାଳବିକା କେଶରୀ ଦେବୀ,ବିଧାୟକ ପ୍ରାର୍ଥୀ ହିତେଶ କୁମାର ବଗର୍ତ୍ତି ,ପୂର୍ବତନ ସାଂସଦ ଅର୍କ କେଶରୀ ଦେଓ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶିବ ପ୍ରସାଦ ମୁଣ୍ଡ,ପୂର୍ବତନ ଜିଲ୍ଲା ସଭାପତି ଅତିନ୍ଦ୍ରଜୀତ ସିଂ,ପ୍ରଭାରୀ ଘନ ଶ୍ୟାମ କରୁଆଁ,ପ୍ରେମ ସିନ୍ଧୁ ହେର୍ଣ୍ଣ।,ଜିଲ୍ଲା ସାଧାରଣ ସମ୍ପାଦକ ଦେବଦେବ ସିଂ ଦେଓ, ଓବିସି ମୋର୍ଚ୍ଚା ସଭାପତି ଅଜିତ କିଶୋର ଚଲାନ, ବରିଷ୍ଠ ନେତା ବିଜୟ ବିଶୋଇ,ମୋହନ ଭୋଇ,ମହେନ୍ଦ୍ର ଅଗ୍ରୱାଲ,ପ୍ରିୟ ରଂଜନ ମେହେର,ରାତ୍ର ନନ୍ଦ ମନହିର।,ଦେବ ଯୋଶୀ,ସୁକ୍ରୁ ବାଗ,ସୁନିଲ ନାଗ,କିଶୋର ନାଗ ଓ ସମସ୍ତ ମଣ୍ଡଳ ସଭାପତି ଉପସ୍ଥିତ ଥିଲେ ଏହି ଅବସରରେ ବରିଷ୍ଠ ଆଦିବାସୀ ନେତା ବିକ୍ରମ ସିଂ ମାଝୀ ଙ୍କ ସମେତ ମଣ୍ଡୋଷିଲ ର ପୂର୍ବତନ ସରପଂଚ ରାଧେ ରଣ।,ପ୍ରଶାନ୍ତ ବାରିକ ଙ୍କ ସମେତଶତାଧିକ କର୍ମୀ ବିଜେପି ରେ ଯୋଗଦାନ କରିଥିଲେ ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ମହାମିଶ୍ରଣ ଚିକିଟି ନିର୍ବାଚନ ମଣ୍ଡଳୀ ରେ ବି ଜେ ଡି,କଂଗ୍ରେସ ଦଳ ତ୍ୟାଗ କରି ଶହ ଶହ ଯୁବକ,ଛାତ୍ର,ଜନସାଧାରଣ ବି ଜେ ପି ରେ ଯୋଗ ଦେଲେ

Sunil Chandra Nayak

କେନ୍ଦ୍ର ସରକାର ମୁଣ୍ଡ ପିଛା ୫କେଜି ଚାଉଳ କାଟିବା ପ୍ରତିବାଦରେ ବିଜୁ ଜନତା ଦଳ ପକ୍ଷରୁ ବ୍ଲକ ସମ୍ମୁଖରେ ବିକ୍ଷୋଭ

Sunil Chandra Nayak

ରାଜନଗରରେ ଧୃଵଙ୍କ ବାଜିମାତ୍ କୁ ଇତିହାସ ସୃଷ୍ଟି କଲେ ବିଜେପିର ବୈଜୟନ୍ତ

masiha

Leave a Comment

error: Content is protected !!