ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ମାଟି ବୋଝେଇ ଟ୍ରାକ୍ଟରକୁ ଜବତ କଲା ପୋଲିସ

ମାଟି ବୋଝେଇ ଟ୍ରାକ୍ଟରକୁ ଜବତ କଲା ପୋଲିସ 

ବସ୍ତା,16/04 : ବାଲିଆପାଳ ଥାନା ମଙ୍ଗଳବାର ଅପରାହ୍ନ ସମୟରେ ଘଣ୍ଟିଆଡି ନିକଟରେ ମାଟି ବୋଝେଇ ଟ୍ରାକ୍ଟରକୁ ଜବତ କରିଛି ପୋଲିସ l ସୂଚନା ଅନୁଯାୟୀ ଉକ୍ତ ମାଟି ବୋଝେଇ ଟ୍ରାକ୍ଟର ବାଲିଆପାଳ ଅଭିମୁଖେ ଯାଉଥିବା ବେଳେ ଘଣ୍ଟିଆଡି ନିକଟରେ ପୋଲିସ ଅଟକାଇ ପୋଲିସ କାଗଜ ପତ୍ର ଯାଞ୍ଚ କରିଥିଲେ l ପରେ କାଗଜ ପତ୍ର ସଠିକ ନ ଥିବା ଜଣାପଡିଵା ପରେ ଉକ୍ତ ମାଟି ବୋଝେଇ ଟ୍ରାକ୍ଟରକୁ ଜବତ କରିଥିବା ଦେଖିବାକୁ ମିଳିଛି l

ବସ୍ତା ରୁ ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

କାର ଓ ବାଇକ ମଧ୍ୟରେ ଧକ୍କା, ଦମ୍ପତିଙ୍କ ମୃତ୍ୟୁ

ଖୁଡୁଖୁଡି ଖେଳ ଉପରେ ଚଢାଉ, ୧ ଗିରଫ 

masiha

ଟାଙ୍ଗିଆରେ ଆକ୍ରମଣ କରି ଜଣେ ମହିଳା ଙ୍କୁ ହତ୍ୟା 

masiha

Leave a Comment

error: Content is protected !!