ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଭିଜିଲାନ୍ସ ଜାଲରେ ରେ ପ୍ରଧାନ ଶିକ୍ଷକ, ଜୈନିକ ଠିକାଦାରଙ୍କ ଠାରୁ ନେଉ ଥିଲେ ୫୦ହଜାର ଟଙ୍କା

ଭିଜିଲାନ୍ସ ଜାଲରେ ରେ ପ୍ରଧାନ ଶିକ୍ଷକ, ଜୈନିକ ଠିକାଦାରଙ୍କ ଠାରୁ ନେଉ ଥିଲେ ୫୦ହଜାର ଟଙ୍କା

କଳାହାଣ୍ଡି :ଭିଜିଲାନ୍ସ ଜାଲରେ ପ୍ରଧାନ ଶିକ୍ଷକ । ଭିଜିଲାନ୍ସ ଜାଲରେ କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ଅଧମୁଣ୍ଡା ହାଇସ୍କୁଲ ପ୍ରଧାନଶିକ୍ଷକ ଅଗସ୍ତି ସାହୁ।ସ୍କୁଲର ଉନ୍ନତିକରଣ କାମ କରୁଥିବା ଠିକାଦାରଙ୍କୁ ମାଗୁଥିଲେ ୫୦ ହଜାର ଟଙ୍କା ଓ ଏନେଇ ଠିକାଦାର ଭିଜଲାନ୍ସ ବିଭାଗ ର ଦ୍ଵାରସ୍ଥ ହୋଇଥିଲେ।ଲାଞ୍ଚ ଟଙ୍କା ନେଉଥିବା ବେଳେ ମାଡି ବସିଲା ଭିଜିଲାନ୍ସର ଆଠ ଜଣିଆ ଟିମ୍ । ଲାଞ୍ଚ ଟଙ୍କା ଜବତ କରି ଭିଜିଲାନ୍ସ ତଦନ୍ତ ଆରମ୍ଭ କରିଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…

Related posts

ଶିକ୍ଷାନୁଷ୍ଠାନ ନିକଟରେ ତମାଖୁ ବିକ୍ରୟ ବିରୋଧରେ ମିଳିତ ଚଢ଼ାଉ ,୬ଟି ଦୋକାନରୁ ୭୦୦ ଟଙ୍କା ଜରିମାନା ଆଦାୟ

ଧର୍ମଗଡ ଥାନା ପୋଲିସ କୁ ସଫଳତା , ୧୨ ଗୋଟି ଚୋରୀ ଦୁଇଚକିଆ ଯାନ ଉଦ୍ଧାର , ଜଣେ ଗିରଫ

Sunil Chandra Nayak

୩୫ କେଜି ଗଞ୍ଜେଇ ଜବତ ସହ ୪ ଜଣ ମହିଳା କୁ ଗିରଫ କଲା ଖଜୁରିପଡା ଥାନା ପୋଲିସ

Sunil Chandra Nayak

Leave a Comment

error: Content is protected !!