ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନଟାକଟା ଗ୍ରାମପଞ୍ଚାୟତରେ ହାତୀପଲ ଆତଙ୍କ 

ନଟାକଟା ଗ୍ରାମପଞ୍ଚାୟତରେ ହାତୀପଲ ଆତଙ୍କ 

ବସ୍ତା,20/04 : ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଳକ୍ ଅନ୍ତର୍ଗତ ଶନିବାର ରାତି ସମୟରେ ନଟାକଟା ଗ୍ରାମପଞ୍ଚାୟତରେ ହାତୀ ପଲ ଆତଙ୍କ ଦେଖିବାକୁ ମିଳିଛି l ତେବେ ଏହି ଗ୍ରାମପଞ୍ଚାୟତରେ ବିଭିନ୍ନ ସ୍ଥାନରେ ଦନ୍ତା ହାତୀ ଉପଦ୍ରଵ ଦେଖିବାକୁ ମିଳିଥିବା ବେଳେ ଏହି ଗ୍ରାମପଞ୍ଚାୟତରେ ବିଭିନ୍ନ ଲୋକଙ୍କ ଘର ଭାଙ୍ଗିବା ସହିତ ଗଛପତ୍ର,ଧାନ ଚାଉଳ ଏବଂ ଚାଷ ଜମି ନଷ୍ଟ କରିଥିଲେ l ଫଳରେ ସ୍ଥାନୀୟ ଲୋକେ ଓ ବନବିଭାଗ ଘଟଣା ସ୍ଥଳରେ ପହଂଚି ଦନ୍ତା ହାତୀକୁ ପାଖ ଜଙ୍ଗଲ ଛାଡିଥିବା ଜଣାଯାଇଛି l

ବସ୍ତା ରୁ ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

6th Kalingawan Global Festival of Performing Arts to be held in Bhubaneswar.

masiha

ନବରଙ୍ଗପୁର ଠାରେ ଧରତିଆବା ଭଗବାନ ବିର୍ସା ମୁଣ୍ଡା ଙ୍କର ୧୫୦ ତମ ଜନ୍ମ ବାର୍ଷିକୀ ଉପଲକ୍ଷେ ଜିଲ୍ଲା ସ୍ତରୀୟ ଜନଜାତୀୟ ଗୌରବ ଦିବସ 

masiha

ଜୁନାଗଡ଼ ଗୋଷ୍ଠୀ ସ୍ୱାସ୍ଥ କେନ୍ଦ୍ରକୁ ଉପଖଣ୍ଡ ସ୍ତରୀୟ ଡାକ୍ତରଖାନା ଓ ଡାକ୍ଟର ନିଯୁକ୍ତି ଦାବୀ ନେଇ ଚାଲିଥିବା ଆମରଣ ଅନସନ, ଜିଲ୍ଲା ପ୍ରଶାସନ ଦାବୀ ପୂରଣ ପ୍ରତିଶ୍ରୁତି ପରେ ଭଙ୍ଗହେଲା

Sunil Chandra Nayak

Leave a Comment

error: Content is protected !!