ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ପାଟଣାଗଡ଼ ରେ ସ୍ୱଧିନ ପ୍ରାଥୀ ଭାବେ ନାମାଙ୍କନ ଦାଖଲ କଲେ ଶ୍ରୀ ସୌରୀ କୁମାର ସାହୁ 

ପାଟଣାଗଡ଼ ରେ ସ୍ୱଧିନ ପ୍ରାଥୀ ଭାବେ ନାମାଙ୍କନ ଦାଖଲ କଲେ ଶ୍ରୀ ସୌରୀ କୁମାର ସାହୁ 

ଆଜି ପାଟଣାଗଡ଼ ସ୍ୱାଧିନ ପାର୍ଥି ପକ୍ଷରୁ ସୌରୀ ସାହୁ ସ୍ୱାଧୀନ ପାର୍ଥୀ ଭାବେ ନିଜ ନାମାଙ୍କନ ପତ୍ର ଦାଖଲ କରିଛନ୍ତି | ଉପଜିଲ୍ଲାପାଳ ଙ୍କ ଅଫିସ ଆଗରେ ପହଁଚିଥିଲେ |ପରେ ନିର୍ବାଚନ ଦାୟିତ୍ୱ ରେ ଥିବା ଅଧିକାରୀ ଙ୍କ ପାଖରେ ରେ ନିଜ ନାମାଙ୍କନ ପତ୍ର ଦାଖଲ କରିଛନ୍ତି |ଅନ୍ୟପଟେ କେନ୍ଦ୍ର ଓ ରାଜ୍ୟ ସରକାର ଙ୍କ ବିଫଳତା ଏବଂ ମୌଳିକ ସୁବିଧା ସୁଯୋଗ ରୁ ବଞ୍ଚିତ ଥିବା ଗରିବ ଙ୍କ ଗରିବ ଲୋକଙ୍କ ହକ ପାଇଁ ସ୍ୱଧିନ ପର୍ଥୀ ସୌରୀ ସାହୁ ଲଢେଇ କରିବ ଏବଂ ବିଜୟ ନିଶ୍ଚୟ ବୋଲି ଆଶାବାଦୀ ଅଛନ୍ତି।

ଦୁର୍ଯୋଧନ ବର୍ଗେ ଙ୍କ ରିପୋର୍ଟ୍ 

Related posts

ବିଜୁ ଜନତା ଦଳ ପକ୍ଷରୁ ଧର୍ମଗଡ ନିର୍ବାଚନ ମଣ୍ଡଳୀ ସ୍ତରୀୟ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ

masiha

ବିଜେଡ଼ିରେ ଯୋଗଦେଲେ ପୂର୍ବତନ ବିଜେପି ବିଧାୟକ ପ୍ରାର୍ଥୀ ରବୀନ୍ଦ୍ର କୁମାର ପାଟ୍ଟଯୋଶୀ

masiha

ଧର୍ମଗଡ ରେ ବିଜୁ ଜନତା ଦଳର ୨୮ତମ ପ୍ରତିଷ୍ଠା ଦିବସ। ଓଡିଶାକୁ ସଶକ୍ତ ରାଜ୍ୟର ପରିଚୟ ଦେଇଛି ବିଜେଡି….

masiha

Leave a Comment

error: Content is protected !!