ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୪୨ ମୌଜାରେ ସାମାଜିକ ସଂଗଠନ ପକ୍ଷରୁ ବୃକ୍ଷ ରୋପଣ ଓ ପରିବେଶ ସୁରକ୍ଷା ନେଇ ଶପଥ ଗ୍ରହଣ 

୪୨ ମୌଜାରେ ସାମାଜିକ ସଂଗଠନ ପକ୍ଷରୁ ବୃକ୍ଷ ରୋପଣ ଓ ପରିବେଶ ସୁରକ୍ଷା ନେଇ ଶପଥ ଗ୍ରହଣ 

କଟକ : କଟକ ସଦର ୪୨ ମୌଜାର ସାମାଜିକ ସଙ୍ଗଠନ ପ୍ରତିଭା ବିକାଶ ପ୍ରତିଷ୍ଠାନର ସଭାପତି ସମାଜସେବୀ ଇଂ.ଅଶୋକ ବିଶ୍ବାଳଙ୍କ ତତ୍ୱାବଧାନରେ ମୁକ ବଧିର ସ୍କୁଲର ପ୍ରଧାନ ଶିକ୍ଷକ ଓ ବିଦ୍ୟାଳୟର କର୍ମଚାରୀ, ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ପଟଣା ୪୨ ମୌଜାରର କାର୍ଯ୍ୟକାରୀ ସଭାପତି ଶିକ୍ଷକ ରତ୍ନ ଅଭୟ କୁମାର ଦାସ,ଉପସଭାପତି ପ୍ରଭାତ କୁମାର ଖଟୁଆ,ମହାସଚିବ ରୁଦ୍ର ନାରାୟଣ ଦାସ,ସାଧାରଣ ସମ୍ପାଦକ ନାରାୟଣ ଚନ୍ଦ୍ର ମହାନ୍ତିଙ୍କ ମିଳିତ ସହଯୋଗରେ ବନ୍ତୁଣୀୟା ନଙ୍ଗୁଳି ମଠରେ ବୃକ୍ଷ ରୋପଣ କରାଯାଇଛି ଏଥିସହ ପ୍ରତ୍ୟେକ ମନ୍ଦିର ଓ ସ୍କୁଲ ମାନଙ୍କରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମକୁ ତ୍ଵରାନିତ୍ଵ କରିବାକୁ ନିଷ୍ପତି କରାଯାଇଛି ।

କଟକ ସଦର ରୁ ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ସିନାପାଲି ଶିକ୍ଷା ବିଭାଗ ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ  ୭୫ ଜଣ ରକ୍ତଦାତାଙ୍କ ସ୍ବେଚ୍ଛାକୃତ ରକ୍ତଦାନ

Sunil Chandra Nayak

ହଳଦୀ ଗ୍ରାମରେ ବାଲିଯାତ୍ରା ହେଲା ଉଦ୍ ଯାପନ

Sunil Chandra Nayak

ଛାତ୍ରଛାତ୍ରୀଙ୍କୁ ପୋଷକ ବିତରଣ

Sunil Chandra Nayak

Leave a Comment

error: Content is protected !!