ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଫରଙ୍ଗ ପଲ୍ଲୀ ବିକାଶର ସାଂଗଠନିକ ସଭା

ଗୋଳାମୁଣ୍ଡା/୧୦/୪/ମସିହା/ଗୋଳାମୁଣ୍ଡା ବ୍ଲକ ଫରଙ୍ଗ ପଞ୍ଚାୟତ ସ୍ଥିତ ଚୁରାପାହାଡ଼ ପବିତ୍ର ଧବଳେଶ୍ବର ଶିବ ମନ୍ଦିର ନିକଟରେ ପଲ୍ଲୀ ବିକାଶ କର୍ମକର୍ତା ଙ୍କୁ ନେଇ ଏକ ସଭା ଅନୁଷ୍ଠିତ ହୋଇଥିଲା ।ଏହି ସଭାରେ ଗିରି ଶଙ୍କର ଭୋଇ ଙ୍କ ସ୍ୱଭାପତିତ୍ୱରେ ଆଜିକାର ସଭାରେ ଅନେକ ବିଷୟ ଆଲୋଚନା ହୋଇଥିଲା, ସରକାରଙ୍କ ପକ୍ଷରୁ ସ୍ମାର୍ଟକାର୍ଡ଼ ଧାରୀ କିଭଳି ସ୍ୱାସ୍ଥ୍ୟ ସେବା ପାଇ ପାରିବେଏବଂଲୋକେ ରକ୍ତ ଅଭାବ ଯୋଗୁଁ ଅନେକ ସମୟରେ ଅନେକ ପ୍ରକାର ଅସୁବିଧା ଭୋଗୁଛନ୍ତି ଏହି ସଂକ୍ରରାନ୍ତ ରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ଆଜି ପଲ୍ଲୀ ବିକାଶ ପକ୍ଷରୁ ଲୋକଙ୍କ ମନରେ ସନ୍ଦେହ ଦୂର କରି ଅଞ୍ଚଳରେ ରକ୍ତର ଅଭାବ ଦେଖା ଦେଲେ ଆମ ପାଲ୍ଲୀ ବିକାଶଅନୁଷ୍ଠାନ ପକ୍ଷରୁ ସଦସ୍ୟ ମାନେ ରକ୍ତ ଯୋଗାଇ ଦେବା ପାଇଁ ଓ ନିଜ ନିଜର ରକ୍ତ ନମୁନା ସଂଗ୍ରହ କରିବା ସକାଶେ ଆଜିକାର ବୈଠକରେ ସ୍ଥିରି କୃତ କରା ଯାଇଥିଲା ।ଅନ୍ୟତମ ସଦସ୍ୟ ହେଲେ ଉଦିଆ ନିଆଲ,ଅକ୍ଷୟ ଗଡ଼ତିଆ, ବବୂବାହନ ପଧାନ, ସତ୍ୟ ପଧାନ, ସନ୍ତୋଷ କୁମାର ନାୟର, ବିଷ୍ଣୁ ପ୍ରସାଦ ଦୁର୍ଗା ,ଭୋଳା ଦାସ, ଗୋକୁଳ ପଧାନ, କୁନା ମୁନା ଓ ଅନୀଲ ପ୍ରମୁଖ ଉପସ୍ଥିତ ଥିଲେ,

ଗୋଳାମୁଣ୍ଡା ରୁରାମକୁମାର ସେନାପତି ଙ୍କ ରିପୋର୍ଟ,

Related posts

କେସିଙ୍ଗା ବ୍ଲକ ଯାଦବ ସମାଜ ପକ୍ଷରୁ ରମାକାନ୍ତ ଗଉଡ ଙ୍କ ଶୋକସଭା

ରୀତା ଅପରlଜିତା ମହାନ୍ତି ଙ୍କ କବିତା ତୁମେ ଆସିଛ ମୌସୁମୀ 

Sunil Chandra Nayak

କର୍ଲାମୁଣ୍ଡା ବ୍ଲକ ଆଦିବାସୀ ସଂଘ ଗଠିତ

Sunil Chandra Nayak

Leave a Comment

error: Content is protected !!