ମଧୁବାବୁ ପେନସନ୍ ଯୋଜନାରେ ଅତିରିକ୍ତ ୪.୧୩ ଲକ୍ଷ ହିତାଧିକାରୀଙ୍କୁ ସାମିଲ କରିବା ନିମନ୍ତେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଙ୍କ ଘୋଷଣା
ନୂତନ ହିତାଧିକାରୀମାନେ ୧୫ ଅଗଷ୍ଟ, ୨୦୨୩ ତାରିଖରେ ଗ୍ରାମ ପଞ୍ଚାୟତ ଅଥବା ୱାର୍ଡ୍ ଅଫିସରେ ପେନସନ୍ ପାଇବେ ଏକ ଐତିହାସିକ ପଦକ୍ଷେପ ସ୍ବରୂପ ମଧୁବାବୁ...
