ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜଳ ଜୀବନ ମିଶନର ତାଲିମ ଶିବିର

ନର୍ଲା (ମ.ନି.ସ) ନର୍ଲା ଠାରେ ଜଳ ଜୀବନ ମିଶନର ପମ୍ପ ଚାଳକମାନଙ୍କୁ ନେଇ ଏକ ତାଲିମ ପ୍ରଦାନ କରାଯାଇଛି। ତାଲିମ ଶିବିରକୁ ନର୍ଲା ଗୋଷ୍ଠୀ ଉନ୍ନୟନ ଅଧିକାରୀ ମାନସ ରଂଜନ ତ୍ରିପାଠୀ ଉଦଘାଟନ କରିଥିଲେ। ନୋଡାଲ ଅଫିସର ସୁରେନ୍ଦ୍ର କୁମାର ସୁନାନୀ, ଶକ୍ତି ଭୂଷଣ ଦାସ,ମାନସ ରଞ୍ଜନ ସାହୁ, ଜେ.ଜେ.ଏମର ସଭାପତି ସର୍ଜନ ରଣା, ସଂପାଦକ ନିକୁଞ୍ଜ ବିହାରୀ ପାଢ଼ୀ ଉପସ୍ଥିତରେ ତାଲିମ ଶିବିର ଚାଲିଥିଲା। ମୋଟ ୯୦ ଜଣ ପମ୍ପ ଚାଳକମାନଙ୍କୁ ୩୦ ଜଣ ଲେଖାଏଁ ତିନି ଗୋଟି ପର୍ଯ୍ୟାୟରେ ତାଲିମ ପ୍ରଦାନ କରାଯାଇଥିଲା।

ପ୍ରଦୀପ କୁମାର ଗଉଡ ମସୀହା ପ୍ରତିନିଧି।

Related posts

ଯୁବକ ର ଆକ୍ରମଣ ରେ କଲେଜ ଛାତ୍ରୀ ଗୁରୁତର

Sunil Chandra Nayak

ଭୀମ ଭୋଇ ଭିନ୍ନକ୍ଷମ ସ୍ୱାସ୍ଥ୍ୟ ଶିବିର ପାଇଁ ପ୍ରସ୍ତୁତି ବୈଠକ

Sunil Chandra Nayak

ଜୟ କୁମାର ମିଶ୍ର  ଙ୍କ କବିତା ମାଆଙ୍କୁ ମାଗୁଣି

Sunil Chandra Nayak

Leave a Comment

error: Content is protected !!