ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଚରଣ ଓ ଉଚ୍ଚାରଣ ସିଦ୍ଧ ଗାନ୍ଧୀବାଦୀ ତଥା ପ୍ରବୀଣ ସାରସ୍ବତ ସାଧକ ପୂଜ୍ୟପାଦ ଦୋଳଗୋବିନ୍ଦ ଆମ ଜାତିର ଗୌରବ : ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ 

ଆଚରଣ ଓ ଉଚ୍ଚାରଣ ସିଦ୍ଧ ଗାନ୍ଧୀବାଦୀ ତଥା ପ୍ରବୀଣ ସାରସ୍ବତ ସାଧକ ପୂଜ୍ୟପାଦ ଦୋଳଗୋବିନ୍ଦ ଆମ ଜାତିର ଗୌରବ : ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ 

କଟକ : କଟକ ସଦର ମାଟିର ସୁପୁତ୍ର,୧୯୪୨ ଅଗଷ୍ଟ ବିପ୍ଳବର ଅନନ୍ୟ ସାରଥୀ ତଥା ପୂର୍ବତନ ବିଧାୟକ ଓ ମନ୍ତ୍ରୀ ଦୋଳଗୋବିନ୍ଦ ପ୍ରଧାନଙ୍କୁ ପୁଣ୍ୟ ତିଥିରେ “ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ” ୪୨ ମୌଜା ତରଫରୁ ଶ୍ରଦ୍ଧାଂଜଳି ଅର୍ପଣ କରା ଯାଇଛି । ଏହି ସଭାରେ ସଭାପତି ସରୋଜ ନଳିନୀ ପରିଜା,ଅଭୟ ଦାସ,ସମ୍ପାଦକ ନାରାୟଣ ଚନ୍ଦ୍ର ମହାନ୍ତି,ମିହିର ନାୟକ,ଭକ୍ତ ଆଚାର୍ଯ୍ୟ ଏବଂ ରାଧା ମୋହନ ଷ୍ଟଡି ସର୍କଲର ଛାତ୍ରଛାତ୍ରୀ ଶୁଭଶ୍ରୀ ସ୍ୱାଇଁ,ସୁଭରାଜ୍ ମହାନ୍ତି,ବଦ୍ରି ନାରାୟଣ ମହାନ୍ତି, ଲକ୍ଷ୍ମୀ ପ୍ରିୟା ମହାନ୍ତି,ଅଭିଷେକ ମହାନ୍ତି,କାଜଲ ମହାନ୍ତି,ପ୍ରସନ୍ନ ସ୍ୱାଇଁ,ସୌରଭ ବେହେରା,ଆଦ୍ୟାଶା ବେହେରା,ସ୍ନେହା ଜେନା,ରାକେଶ ଦାସ,ସୃତି ପ୍ରଜ୍ଞା ଦାସ,ସୁଭଲକ୍ଷ୍ମି ମହାନ୍ତି,ସୁପ୍ରିୟା ମହାନ୍ତି,ବିଜୟ ଲକ୍ଷ୍ମୀ ପଣ୍ଡା,ତେଜସ୍ଵୀନି ଦାସ ପ୍ରମୁଖ ଉପସ୍ଥିତ ଥିଲେ।

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ଦୀର୍ଘ ଦିନ ହେବ ଗାଁ’ରେ ଜଳୁନି ଷ୍ଟ୍ରିଟ୍ ଲାଇଟ

Sunil Chandra Nayak

ବିଶ୍ବ ପ୍ରସିଦ୍ଧ ଯୋରନ୍ଦା ମେଳା ପାଇଁ ଚଳ ଚଞ୍ଚଳ ମହିମା ଗାଦି

Sunil Chandra Nayak

Rotary Club of Rourkela Steel City Organizes Inspiring Teachers’ Training Seminar at DAV Public School

Sunil Chandra Nayak

Leave a Comment

error: Content is protected !!