ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନନ୍ଦଗା ପ୍ରାଥମିକ କୃଷି ସମବାୟ ସମିତି ର ସହ ସମ୍ପାଦକ ମନୋଜ କୁମାର ବଣିଆ କାର୍ଯ୍ୟରୁ ନିଲମ୍ବିତ 

ନନ୍ଦଗା ପ୍ରାଥମିକ କୃଷି ସମବାୟ ସମିତି ର ସହ ସମ୍ପାଦକ ମନୋଜ କୁମାର ବଣିଆ କାର୍ଯ୍ୟରୁ ନିଲମ୍ବିତ 

 ଧର୍ମଗତ ବ୍ଲକ ଅନ୍ତର୍ଗତ ନନ୍ଦଗାଁ ପ୍ରାଥମିକ କୃଷି ସମବାୟ ସମିତି ର କାର୍ଯ୍ୟରତ ଥିବା ସହ ସମ୍ପାଦକ ମନୋଜ କୁମାର ବଣିଆ ଧାନ କିଣା ରେ ଅବ୍ୟବସ୍ଥା ହେତୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଏ ଆର୍ ସି ଏସ୍ କଳାହାଣ୍ଡି ଙ୍କ ନିଳମ୍ବନ ଆଦେଶ ପତ୍ର ସଂଖ୍ୟା ୭୭୧ ତାରିଖ ୧୦.୬.୨୦୨୫ ଅନୁଯାୟୀ ତାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି।

ଶ୍ରୀ ବଣିଆ ତାଙ୍କ କାର୍ଯ୍ୟ କାଳ ସମୟରେ ଧାନ କିଣା ରେ ବ୍ୟାପକ ଅନିୟମିତତା କରୁଥିବା ନେଇ ଆଗରୁ ବିଭିନ୍ନ ସମୟରେ ଅଭିଯୋଗ ପରେ ଜିଲ୍ଲାପାଳ ତାଙ୍କୁ ନିଲମ୍ବିତ କରିଛନ୍ତି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଭବାନୀପାଟଣା ଠାରେ ଶିଶୁ ଶ୍ରମିକ ନିରାକରଣ ସଚେତନତା ରଥ ପରିକ୍ରମାର ଶୁଭାରମ୍ଭ

Sunil Chandra Nayak

ଭାରତର ସର୍ବବୃହତ୍ ମୁକ୍ତ ନବସୃଜନ ମଡେଲ,ସ୍ମାର୍ଟ୍ ଓଡ଼ିଶା ଜିଲ୍ଳାସ୍ତରୀୟ ହାକାଥନ୍ ୩.୦ ଡ଼ାୟାପ୍ରିନ୍ୟୁଅର୍ -୨୦୨୬ ଉଦ୍ ଘାଟିତ 

Sunil Chandra Nayak

ରବି ମଣ୍ଡି ବନ୍ଦ: ଖୋଲା ଆକାଶ ତଳେ ଲକ୍ଷ ଲକ୍ଷ କୁଇଣ୍ଟାଲ ଧାନ, ଚିନ୍ତାରେ ଚାଷୀ

Leave a Comment

error: Content is protected !!