ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜୁନାଗଡ଼ ଏନଏ.ସି ରେ ନୂତନ କାର୍ଯ୍ୟନିର୍ବାହୀ ଅଧିକାରୀ ଙ୍କୁ ସାମ୍ବାଦିକ ସଙ୍ଘ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା 

ଜୁନାଗଡ଼ ଏନଏ.ସି ରେ ନୂତନ କାର୍ଯ୍ୟନିର୍ବାହୀ ଅଧିକାରୀ ଙ୍କୁ ସାମ୍ବାଦିକ ସଙ୍ଘ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା 

ଜୁନାଗଡ଼,୫/୭ (ମ ନି ସ)କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବିଜ୍ଞାପିତ ଅଂଚଳ ପରିଷଦ ରେ ନୂତନ କାର୍ଯ୍ୟନିର୍ବାହୀ ଅଧିକାରୀ ରୂପେ ପ୍ରମୋଦ କୁମାର ଖିଲୋ ଯୋଗଦାନ କରିଛନ୍ତି l ଏହି ଅବସରରେ ଜୁନାଗଡ଼ ସାମ୍ବାଦିକ ସଙ୍ଘ ତରଫରୁ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଖିଲୋ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରାଯିବା ସହ ଜୁନାଗଡ଼ ର ବିଭିନ୍ନ ସମସ୍ୟା ଓ ତାର ସମାଧାନ ଉପରେ ଆଲୋଚନା କରାଯାଇଥିଲା l ଜୁନାଗଡ଼ ରେ ଥିବା ପ୍ରମୁଖ ସମସ୍ୟା ଗୁଡିକ ଯଥା ଶୀଘ୍ର ସମାଧାନ କରିବା ପାଇଁ ଚେଷ୍ଟା କରିଵି ବୋଲି କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଖିଲୋ ପ୍ରକାଶ କରିଥିଲେ l ଏହି ଅବସରରେ ଜୁନାଗଡ଼ ଜୁନାଗଡ଼ ବିଜ୍ଞାପିତ ଅଂଚଳ ପରିଷଦ ନଗରପାଳ ଶ୍ରୀ ମୁକେଶ ଅଗ୍ରୱାଲ,ସାମ୍ବାଦିକ ସଙ୍ଘ ସଭାପତି ଶ୍ରୀ ହିମାଂଶୁ ଶେଖର ବରାଡ଼, ନରେନ୍ଦ୍ର କୁମାର କ୍ଷିତି(ସମ୍ପାଦକ ), ସନ୍ତୋଷ କୁମାର ସିଂହ ଦେଓ(ଉପଦେଷ୍ଟା )ଖଗେଶ୍ୱର ଧଙ୍ଗଡାମାଝୀ, ସୁନ୍ଦର ମୋହନ ଛତ୍ରିଆ,ସୁନୀଲ କୁମାର ସିଂ ,ରୋହିତ ବାଗ ପ୍ରମୁଖ ଉପସ୍ଥିତ ଥିଲେ l

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ସରିଆଁ ହାଇସ୍କୁଲର ପ୍ରଧାନଶିକ୍ଷକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା 

Sunil Chandra Nayak

ଜାତୀୟ ସେବା ଦିବସ ପାଳିତ

Sunil Chandra Nayak

ସନ ସାଇନ୍ ଇଂଲିଶ ମିଡିୟମ ସ୍କୁଲର ୨୩ ତମ ବାର୍ଷିକୋତ୍ସବ ଧୂମଧାମରେ ପାଳିତ 

masiha

Leave a Comment

error: Content is protected !!