ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜୁନାଗଡ଼ ଏନଏ.ସି ରେ ନୂତନ କାର୍ଯ୍ୟନିର୍ବାହୀ ଅଧିକାରୀ ଙ୍କୁ ସାମ୍ବାଦିକ ସଙ୍ଘ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା 

ଜୁନାଗଡ଼ ଏନଏ.ସି ରେ ନୂତନ କାର୍ଯ୍ୟନିର୍ବାହୀ ଅଧିକାରୀ ଙ୍କୁ ସାମ୍ବାଦିକ ସଙ୍ଘ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା 

ଜୁନାଗଡ଼,୫/୭ (ମ ନି ସ)କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବିଜ୍ଞାପିତ ଅଂଚଳ ପରିଷଦ ରେ ନୂତନ କାର୍ଯ୍ୟନିର୍ବାହୀ ଅଧିକାରୀ ରୂପେ ପ୍ରମୋଦ କୁମାର ଖିଲୋ ଯୋଗଦାନ କରିଛନ୍ତି l ଏହି ଅବସରରେ ଜୁନାଗଡ଼ ସାମ୍ବାଦିକ ସଙ୍ଘ ତରଫରୁ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଖିଲୋ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରାଯିବା ସହ ଜୁନାଗଡ଼ ର ବିଭିନ୍ନ ସମସ୍ୟା ଓ ତାର ସମାଧାନ ଉପରେ ଆଲୋଚନା କରାଯାଇଥିଲା l ଜୁନାଗଡ଼ ରେ ଥିବା ପ୍ରମୁଖ ସମସ୍ୟା ଗୁଡିକ ଯଥା ଶୀଘ୍ର ସମାଧାନ କରିବା ପାଇଁ ଚେଷ୍ଟା କରିଵି ବୋଲି କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଖିଲୋ ପ୍ରକାଶ କରିଥିଲେ l ଏହି ଅବସରରେ ଜୁନାଗଡ଼ ଜୁନାଗଡ଼ ବିଜ୍ଞାପିତ ଅଂଚଳ ପରିଷଦ ନଗରପାଳ ଶ୍ରୀ ମୁକେଶ ଅଗ୍ରୱାଲ,ସାମ୍ବାଦିକ ସଙ୍ଘ ସଭାପତି ଶ୍ରୀ ହିମାଂଶୁ ଶେଖର ବରାଡ଼, ନରେନ୍ଦ୍ର କୁମାର କ୍ଷିତି(ସମ୍ପାଦକ ), ସନ୍ତୋଷ କୁମାର ସିଂହ ଦେଓ(ଉପଦେଷ୍ଟା )ଖଗେଶ୍ୱର ଧଙ୍ଗଡାମାଝୀ, ସୁନ୍ଦର ମୋହନ ଛତ୍ରିଆ,ସୁନୀଲ କୁମାର ସିଂ ,ରୋହିତ ବାଗ ପ୍ରମୁଖ ଉପସ୍ଥିତ ଥିଲେ l

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ଗାୟତ୍ରୀ ନଗର ଠାରେ ରାକ୍ଷୀ ପୂର୍ଣ୍ଣିମା ପାଳନ 

Sunil Chandra Nayak

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ପର୍ବତାରୋହିଣୀ ବିଭାରାଣୀ

masiha

କଳାହାଣ୍ଡିର ଡିଲେଶ୍ୱର ରଣାଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର

masiha

Leave a Comment

error: Content is protected !!