ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସମ୍ମନିତ ଶିଶୁ ବିକାଶ ସମିତି ତରଫରୁ ସେକ୍ଟର ସ୍ତରୀୟ ଓଜନ, ଉଚ୍ଚତା CMAM ପୂର୍ଣ୍ଣ ଆହାର ତାଲିମ କାର୍ଯ୍ୟକ୍ରମ

ସମ୍ମନିତ ଶିଶୁ ବିକାଶ ସମିତି ତରଫରୁ ସେକ୍ଟର ସ୍ତରୀୟ ଓଜନ, ଉଚ୍ଚତା CMAM ପୂର୍ଣ୍ଣ ଆହାର ତାଲିମ କାର୍ଯ୍ୟକ୍ରମ

ଖଇରା,୨୨/୭/୨୪ – ବାଲେଶ୍ଵର ଜିଲ୍ଲା ଖଇରା ସମନ୍ବିତ ଶିଶୁ ବିକାଶ ସମିତି ତରଫରୁ ସେକ୍ଟର ସ୍ତରୀୟ ଓଜନ ଉଚ୍ଚତା ନିରୀକ୍ଷଣ CMAM, ପୂର୍ଣ୍ଣ ଆହାର ବିଷୟ ଉପରେ ଅଙ୍ଗନବାଡ଼ି କର୍ମୀ ମାନଙ୍କୁ ନେଇ ଏକ ପ୍ରଶିକ୍ଷଣ ତାଲିମ ଖଇରା ବ୍ଲକ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ ନଳିନୀ କୁମାରୀ ମହାରଣା ଉପସ୍ଥିତ ଥିଲେ, ପୋଷହନ ବିସି, ମମତା ପିଏ, ଶକ୍ତି ବିପିସିଙ୍କ ସହିତ ତାଙ୍କର ସମସ୍ତ ମହିଳା ପରିଦର୍ଶକା ଓ ଅଫିସର ସମସ୍ତ କର୍ମଚାରୀ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

 

Related posts

ବିଜେଡି ପ୍ରତି ବିଶ୍ୱାସ ଜାହିର କଲେ ସୁନାବେଡା ର ଜନଜାତି ଓ ସୁନାବେଡା ର ଅଧିବାସୀ ଭୋଟର

Sunil Chandra Nayak

ବିଶ୍ଵ ସ୍ଵାସ୍ଥ୍ୟ ଦିବସରେ ସ୍ଵାସ୍ଥ୍ୟ ସମ୍ବନ୍ଧୀୟ ସଚେତନତା

Sunil Chandra Nayak

ସିଂହପୁରଠାରେ ହେମପ୍ରଭା ବୃଦ୍ଧାଶ୍ରମ ପକ୍ଷରୁ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର : ୪୨ ୟୁନିଟ୍ ରକ୍ତ ସଂଗ୍ରହ

Sunil Chandra Nayak

Leave a Comment

error: Content is protected !!