ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବହିରାରେ ସ୍ୱାଧୀନତା ଦିବସ ପାଳିତ

ବୌଦ୍ଧ-୧୫-୮-ବୌଦ୍ଧ ଜିଲ୍ଲା ବହିରା ଗ୍ରାମରେ ୭୭ତମ ସ୍ୱାଧୀନତା ଦିଵସ ମହା ଆଡମ୍ବର ସହକାରେ ପାଳିତ ହୋଇଯାଇଛି।  ସଦର ବ୍ଲକ ଅର୍ନ୍ତଗତ ପୁରୁଣା ବହିରାର ( ଅମୃତସରୋବର) ଚକୁଣି ବନ୍ଧଠାରେ ପତାକା ଉତ୍ତୋଳନ କରାଯାଇ ଥିଲା। ଏଥିରେ ସ୍ଥାନୀୟ ସରପଞ୍ଚ ଯଯାତି କେଶରୀ ମହାଲିକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପତାକା ଉତ୍ତୋଳନ କରିଥିଲେ। ଏଅବସରରେ ଚକୁଣୀ ବନ୍ଧ ହୁଡ଼ାରେ ବୃକ୍ଷ ରୋପଣ ମଧ୍ୟ  କରା ଯାଇଥିଲା। ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲା ବିଜେପି ସାଧାରଣ ସଂପାଦକ  ସୁଶାନ୍ତ ବାଘ, ଅନିରୁଦ୍ଧ ଉର୍ମା,କିଶୋର ନାୟକଙ୍କ ସହିତ ଅନ୍ୟାନ୍ୟ ଗ୍ରାମବାସୀ ଉପସ୍ଥିତ ଥିଲେ l

ବୌଦ୍ଧରୁ ଜ଼ିଲ୍ଲା ପ୍ରତିନିଧି ହୃଦାନନ୍ଦ ମେହେରଙ୍କ ରିପୋର୍ଟ ମସିହା ନ୍ୟୁଜ

Related posts

ସିନାପାଲି ଓ ଗଣ୍ଡାଵାହାଲିରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ 

Sunil Chandra Nayak

ଓଡିଶା ପତ୍ରକାର ସଂଘ ଓ ସାଇପ୍ରିୟା ମଝିଘରିଆଣି ପୂଜା କମିଟି ପକ୍ଷରୁ ମାଁ ମାଇଁ ବୃକ୍ଷଟିଏ କାର୍ଯ୍ଯକ୍ରମ ଅନୁଷ୍ଠିତ

masiha

ଦୟାନିଧି ପ୍ରତିଭା ସମ୍ମାନ – ୨୦୨୫ ପାଇଲେ ଶିକ୍ଷାବିତ୍ ପ୍ରଫେସର ମନୋଜ କୁମାର ନାୟକ 

Sunil Chandra Nayak

Leave a Comment

error: Content is protected !!