ଚିଲିଗୁଡା ( ମ ନି ସ) କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ବ।ନ୍ଧନ ପଳା ଗ୍ରାମର ପ୍ରଧାନମନ୍ତ୍ରୀ ରାସ୍ତାରୁ ପ୍ରାୟ ୫୦ ମିଟର ରାସ୍ତା ଖରାପ ହୋଇ ଥିବା ଦେଖିବାକୁ ମିଳିଛି ।ଏହି ରାସ୍ତା ଦେଇ ନୀତି ସ୍କୁଲ ଛାତ୍ର ଛାତ୍ରୀ ମାନେ ସ୍କୁଲକୁ ଯାଇ ଥାନ୍ତି ।ଏହି ରାସ୍ତା ରେ ବଡ଼ ବଡ଼ ଗି ଟି ପଥର ଉପରକୁ ଉଠିଯାଇ ଥିବା ବେଳେ ରାସ୍ତା ରେ କାଦୁଅ ଜମିକି ରହୁଛି ।ଯାହା ଫଳରେ ଛାତ୍ର ଛାତ୍ରୀ ମାନେ ଯିବା ଆସିବା ରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।ଏଣୁ ପଞ୍ଚାୟତ କର୍ତ୍ତୃପକ୍ଷ ଏହି ୫୦ ମିଟର ରାସ୍ତାକୁ ତୁରନ୍ତ କଂକ୍ରିଟ ରାସ୍ତାରେ ପରିଣତ କରିବା ପାଇଁ ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି ।
previous post