ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ହଟାତ ଚାଲିଗଲା ଆଶା ଦିଦି ଙ୍କ ଜୀବନ 

ହଟାତ ଚାଲିଗଲା ଆଶା ଦିଦି ଙ୍କ ଜୀବନ 

କଳମପୁର ୨୦/୫(ମସିହା ) କଳମପୁର ବ୍ଲକ ମୁଖ୍ୟ ଚିକିତ୍ସାଳୟ ଅଧିନ ରେ ଆଶା ଭାବେ କାର୍ଯ୍ୟରତ ହରବତୀ ନାଏକ ସ୍ୱାମୀ ରାମକୃଷ୍ଣ ଦୁର୍ଗା ବୟଷ ୪୫ ଗତକାଲି ବିଳମ୍ବିତ ରାତ୍ରି ରେ ତାଙ୍କ ଦେହ ହଟାତ ଅସୁସ୍ଥ ହେବା କାରଣ ରୁ ତାଙ୍କୁ କଲମପୁର ଚିକିତ୍ସାଲୟ କୁ ନିଆଯାଇଥିଲା ସେହି ଠାରେ ଡାକ୍ତର ଜ୍ୟୋତି କ୍ରିଷ୍ନା ମାଝୀ ଓଆସୋତୋଷ ପରିଡା ତାଙ୍କ ଚିକିତ୍ସା କରିବା ବେଳେ ତାଙ୍କୁ ମୃତ୍ୟୁ ଘୋଷଣା କରିବା ସହ ଏହା ହୃଦଘାତ ଜନିତ ମୃତ୍ୟୁ ବୋଲି ପ୍ରକାଶ କରିଛନ୍ତି ହାରାବତୀ ଜଣେ ଗର୍ମଠ ଆଶା ଥିଲେ ତାଙ୍କ ର ସାବାଳିକା ଦୁଇ ଟି ଝିଅ ଓ ଦୁଇଟି ପୁଅ ଥିବା ଜଣାଯାଇଛି ଏଖବର ଶୁଣି ଚିକିତ୍ସା ବିଭାଗ ଓ ଆଶା ସଂଘ ଦୁଃଖ ଓ ଶୋକ ପ୍ରକାଶ କରିବା ସହ ଅଂଚଳ ରେ ଏକ ଶୋକର ଛାୟା ଖେଳି ଯାଇଛି !

ପରମାନନ୍ଦ ଠାକୁର ଙ୍କ ରିପୋର୍ଟ୍ 

Related posts

୧- ହୃଦଘାତରେ ଶିକ୍ଷକଙ୍କ ମୃତ୍ୟୁ, ଶିକ୍ଷକ- ଛାତ୍ରୀ ଛାତ୍ର ଓ ଅଞ୍ଚଳବାସୀଙ୍କ ମଧ୍ୟରେ ଶୋକର ଛାୟା ,୨- ନଦୀରେ ବୁଡି ଜଣେ ମୃତ, ୨ ଦିନ ପରେ ଶବ୍ଦକୁ ଉଦ୍ଧାର କଲା ଅଗ୍ନିଶମ ବିଭାଗ 

Sunil Chandra Nayak

ଶ୍ରୀ ରାମଲାଲାଙ୍କ ବିଗ୍ରହ ପ୍ରତିଷ୍ଠା ଉତ୍ସବ ରେ ଧୁମ ଧାମ ରେ ପାଳିଲେ ଗୁଡିଘାଟ ଗ୍ରାମବାସୀ 

masiha

ରାଜ୍ୟସ୍ତରୀୟ ରାଜୀବ ଗାନ୍ଧୀ ସେବା ସମ୍ମାନ 2025 ପୁରସ୍କାର ସମାରୋହ

Sunil Chandra Nayak

Leave a Comment

error: Content is protected !!