ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲାପ୍ରଶାସନ ଓ ପୈାରପାଳିକା ପକ୍ଷରୁ ଦୋକାନୀ ମାନଙ୍କୁ ଓଡ଼ିଆ ରେ ଲେଖିବାପାଇଁ ସଚେତନତା 

ଆଜି ଜିଲ୍ଲାପ୍ରଶାସନ ଓ ପୈାରପାଳିକା ପକ୍ଷରୁ ଡ଼ାକବାଜି ଯନ୍ତ୍ର ଦ୍ବାରା ଦୋକାନୀମାନଙ୍କୁ ସଚେତନତା କରାଯାଇଥିଲା। ଦୋକାନୀମାନଙ୍କର ଟ୍ରେଡ୍ ଲାଇସେନ୍ସ ନମ୍ବର ଓ ଦୋକାନ ନାମଫଳକ ଓଡ଼ିଆରେ ଲେଖିବା ପାଇଁ ସଚେତନତା କରାଯାଇଥିଲା। ଯେଉଁ ଦୋକାନୀମାନେ ନ ଲେଖିବେ ତାକୁ ପାଞ୍ଚ ହଜାର ଟଙ୍କା ଜରିମାନା ଓ ଦିତୀୟ ବାର ଭୁଲ କଲେ ପଚିଶ ହଜାର ଟଙ୍କା ଜରିମାନା କରାଯିବା ପାଇଁ ସୁଚନା ଦିଆଯାଇଥିଲା। ପୈାରନିର୍ବାହି ଅଧିକାରୀ ତରୁଣ କୁମାର ମହାପାତ୍ରଙ୍କ ତତ୍ବାବଧାନରେ ଏହି ସଚେତନ ରଥ ସହର ପରିକ୍ରମା କରିଥିଲା।

ଶୁଭମ୍ ପାଣି ଙ୍କ ରିପୋର୍ଟ 

Related posts

ମର୍ମନ୍ତୁତ ସଡ଼କ ଦୁର୍ଘଟଣା , ୧ ମୃତ

Sunil Chandra Nayak

କଳାହାଣ୍ଡି ଉତ୍ସବ ପ୍ରଚାର ପ୍ରସାର ଗାଡ଼ି ର ଶୁଭାରମ୍ଭ କଲେ ଉପ ଜିଲ୍ଲାପାଳ 

masiha

ଆୟୁଷ୍ମାନ ଭବ କାର୍ଯ୍ୟକ୍ରମ ର ଅନ୍ତର୍ଗତ ସଂକଳ୍ପ ସପ୍ତାହ

masiha

Leave a Comment

error: Content is protected !!