ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅଗ୍ନୀକାଣ୍ଡରେ ଜଳିଗଲା ୨ ବଖରା ଘର:ଲକ୍ଷାଧିକ ଟଙ୍କାର ସମ୍ପତି ପୋଡି ପାଉଁଶ

କାମାକ୍ଷାନଗର( ମ ନି ସ) ଅଗ୍ନୀକାଣ୍ଡରେ ଜଳିଗଲା ୨ ବଖରା ଘର, ଲକ୍ଷାଧିକ ଟଙ୍କାର ସମ୍ପତି ପୋଡି ପାଉଁଶ। ରୋଷେଇ ନିଆଁରୁ ଅଗ୍ନୀକାଣ୍ଡ ଘଟିଯାଇଛି। ସୁଚନା ମୁତାବକ ତୁମୁଶିଙ୍ଗା ଥାନା ରଘୁଆବୋଲ ଗ୍ରମରେ ବାମିଆ ବିରୁଆଙ୍କ ସ୍ତ୍ରୀ ରାତି ପ୍ରାୟ ୯ ଟା ବେଳକୁ ଘରେ ରୋଷେଇ କରୁଥିଲେ। ଏହି ରୋଷେଇ ନିଆଁରୁ ଘରେ ନିଆଁଲାଗି ଅଗ୍ନିକାଣ୍ଡ ଘଟିଯାଇଛି। ଖବରପାଇ କାମାକ୍ଷାନଗର ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ କଲାବେଳକୁ ବାମିଆଙ୍କ ୨ ବଖରା ଘର ପୋଡି ପାଉଁଶ ହୋଇଯାଇଛି। ଏହା ସହ ଘରେ ଥିବା ସମସ୍ତ ଆସବାବପାତ୍ର,ଧାନ ଚାଉଳ,ଟଙ୍କପଇସା ସହ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହୋଇଯାଇଛି। ପିନ୍ଧା ଲୁଗା ଛଡା କିଛି ବି ନିଆଁର ଦାଉରୁ ମୁକୁଳାଇ ପାରିଲେ ନାହିଁ। ତେଣୁ ତୁରନ୍ତ ତାଙ୍କୁ ସରକାରୀ ସହାୟତା ଯୋଗେଇ ଦେବାପାଇଁ ଗ୍ରାମବାସୀ ଦାବି କରିଛନ୍ତି।

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ୍

Related posts

ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ସମ୍ ହସ୍ପିଟାଲର ଖ୍ଯାତନାମାକିଡନୀ ରୋଗ ବିଶେଷଜ୍ଞ ଡା଼. ବିଶ୍ବଜିତ ମହାନ୍ତିଙ୍କ ଦ୍ବାରା ରୋଗ ଚିକିତ୍ସା ଶୁଭାରମ୍ଭ

ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗର ଶିକ୍ଷକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

Sunil Chandra Nayak

ଗ୍ରୀଷ୍ମ ଋତୁ ରେ ଜନ ସାଧାରଣ ଙ୍କ ତୃଷ୍ଣା ମେଣ୍ଟାଉଛି ଗୁପ୍ତ ଜଳ ସେବା କେନ୍ଦ୍ର

masiha

Leave a Comment

error: Content is protected !!