ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଉର୍ବଶୀ ସାହୁ ଙ୍କ ଅକାଳ ବିୟୋଗ 

ଉର୍ବଶୀ ସାହୁ ଙ୍କ ଅକାଳ ବିୟୋଗ 

 ନର୍ଲା କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ୍ ଅନ୍ତର୍ଗତ ବମକ୍ ପ୍ରାଥମିକ ବିଦ୍ୟାଳୟ ର ଶିକ୍ଷକ ଭାବେ କାର୍ଯ୍ୟରତ ଉଗ୍ରସେନ ସାହୁ ଙ୍କ ଧର୍ମ ପତ୍ନୀ ଙ୍କ ଅକାଳ ବିୟୋଗ ଘଟିବା ଫଳ ରେ ପରିବାର ରେ ଶୋକର ଛାୟା ଖେଳିଯାଇଛି।

ସୂଚନା ଅନୁସାରେ ସ୍ବର୍ଗତ ଉର୍ବଶୀ ସାହୁ ଗତ କିଛି ମାସ ହେଲା କିଡନୀ ଜନିତ ରୋଗ ରେ ପୀଡ଼ିତ ଥିଲେ, ଅନେକ ବଡ଼ ବଡ଼ ମେଡିକାଲ ରେ ଚିକିତ୍ସା ପରେ ମଧ୍ୟ ତାଙ୍କର ସ୍ବାସ୍ଥ୍ୟବସ୍ଥା ସୁଧୁରି ନ ଥିଲା ଗତକାଲି ଶୁକ୍ରବାର ଦିନ ୧୧ ଟା ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା।

ମୃତ୍ୟୁ ସମୟରେ ପାଖ ରେ ସ୍ବାମୀ ଉଗ୍ରସେନ ସାହୁ ଦୁଇ ପୁଅ ଓ ଝିଅ ସହିତ ପରିବାର ର ସମସ୍ତେ ଉପସ୍ଥିତ ଥିଲେ।ଗାଁ ପାଖ ମଶାଣି ରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇ ଥିଲା, ବଡ଼ ପୁଅ ହିମାଂଶୁ ଓ ଛତିଶ ସାହୁ ମୁଖଗ୍ନି ଦେଇ ଥିଲେ।ଶେଷକୃତ୍ୟ ସମୟରେ ଡଙ୍ଗରମାଲ୍ ସହିତ ଆଖ ପାଖ ଅଞ୍ଚଳ ର ଶତାଧିକ ଲୋକ ଉପସ୍ଥିତ ଥିଲେ।

ଦୀପକ ଠାକୁର ଙ୍କ ରିପୋର୍ଟ୍ 

Related posts

ମାନ୍ୟବର ମନ୍ତ୍ରl, ବିଦ୍ୟାଳୟ ଓ ଗଣଶିକ୍ଷା, ଅନୁସୂଚିତ ଜାତି ଓ ଜନଜାତି ବିକାଶ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ଶାଶକ୍ତି କରଣ ବିଭାଗ,ଓଡିଶାଙ୍କ ଦୁଇଦିଆ ରାୟଗଡ ଜିଲ୍ଲା ଗସ୍ତ 

masiha

ରାଉରକେଲା ଭଞ୍ଜ ଭବନରେ ଆୟୋଜିତ ହେଲା ପବିତ୍ର ଗୁରୁ ଦିବସ

Sunil Chandra Nayak

ମଞ୍ଚାଗାଁ :ଡ୍ରେନେଜ ବ୍ୟବସ୍ଥା ନାହିଁ : ବର୍ଷା ହେଲେ ଘରେ ପଶୁୁଛି ପାଣି 

masiha

Leave a Comment

error: Content is protected !!