ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ବଡ଼ ଧରଣର ଅବକାରୀ ଚଢ଼ାଉ,  ୫ ହଜାର କିଲୋ ମହୁଲପୋଚ ନଷ୍ଟ କଲା ଅବକାରୀ ବିଭାଗ

ବଡ଼ ଧରଣର ଅବକାରୀ ଚଢ଼ାଉ, 

୫ ହଜାର କିଲୋ ମହୁଲପୋଚ ନଷ୍ଟ କଲା ଅବକାରୀ ବିଭାଗ

କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ତୁମରିଖୋଲ ଜଙ୍ଗଲରେ ଜୟପାଟଣା ଅବକାରୀ ବିଭାଗ, ପୋଲିସ ଓ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ମିଳିତ ଭାବେ ଚଢ଼ାଉ କରାଯାଇଛି।ଏଥିରେ ବେଆଇନ ଭାବେ ପ୍ରସ୍ତୁତ ହେଉଥିବା ୩ ଶହ ଲିଟର ଦେଶୀ ମଦ ସହ ୫ ହଜାର କେଜି ମହୁଲପୋଚ ନଷ୍ଟ କରାଯାଇଛି।କେହି ଗିରଫ ହୋଇନଥିବା ସୂଚନା ମିଳିଛି।ଚଢ଼ାଉ ରେ ୧୫ ଜଣ କର୍ମଚାରୀ ସାମିଲ ହୋଇଥିଲେ।ମଦ ପ୍ରସ୍ତୁତ ପାଇଁ ବ୍ୟବହାର ହେଉଥିବା ୪୦ ଗୋଟି ପ୍ଲାଷ୍ଟିକ ଡ୍ରମ କୁ ପୋଡି ନଷ୍ଟ କରାଯାଇଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…

Related posts

ଛତିଶଗଡ ପୋଲିସ ଗୁଳିରେ ଜଣେ ମାଓବାଦୀ ନିହତ

ବ୍ରେକିଂ // ଇନ୍ଦ୍ରାବତୀ ଡାହାଣ କେନାଲ ରେ ଏକ ବୃଦ୍ଧା ଙ୍କ ମୃତ ଦେହ ଭାସୁଛି

masiha

ଗଞ୍ଜେଇ ଜବତ ମହିଳା ଗିରଫ 

masiha

Leave a Comment

error: Content is protected !!