ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନୂଆପଡ଼ା ଜିଲ୍ଲା କୁ ଦିନିକିଆ ଗସ୍ତରେ ଓଡ଼ିଶା ଗୃହ ଓ ନଗର ଉନ୍ନୟନ ସାଧାରଣ ଉଦ୍ୟୋଗ ବିଭାଗୀୟ ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର  

ନୂଆପଡ଼ା ଜିଲ୍ଲା କୁ ଦିନିକିଆ ଗସ୍ତରେ ଓଡ଼ିଶା ଗୃହ ଓ ନଗର ଉନ୍ନୟନ ସାଧାରଣ ଉଦ୍ୟୋଗ ବିଭାଗୀୟ ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର  

ନୂଆପଡା,ନୂଆପଡ଼ା ଜିଲ୍ଲା କୁ ଦିନିକିଆ ଗସ୍ତରେ ଓଡ଼ିଶା ଗୃହ ଓ ନଗର ଉନ୍ନୟନ, ସାଧାରଣ ଉଦ୍ୟୋଗ ବିଭାଗୀୟ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର ଆଜି ଆସି ବିଭିନ୍ନ କାର୍ଯ୍ୟକ୍ରମ ରେ ଯୋଗଦାନ କରିଛନ୍ତି। ନୂଆପଡ଼ା ଏନ ଏ ସି ରେ ୪୬ ଗୋଟି ପ୍ରକଳ୍ପ ୫ କୋଟି ୧୨ ଲକ୍ଷ ଅର୍ଥ ରେ ନିର୍ମିତ କାର୍ଯ୍ୟ ଉଦ୍ଘାଟନ କରିଛନ୍ତି। ମୁକ୍ତା ଯୋଜନା ରେ ୧ କୋଟି ୯୪ ଲକ୍ଷ, ଏବଂ ୨୨ ଗୋଟି ସଡ଼କ ୩ କୋଟି ୧୮ ଲକ୍ଷ ବ୍ୟୟ ରେ ନିର୍ମିତ ହୋଇଅଛି ସେହିପରି ୩୦୦ ସଂଖ୍ୟା ବିଶିଷ୍ଠ ବହୁମୁଖୀ ହଲ୍ ଏବଂ ସ୍ମାର୍ଟ ପାର୍କ ନିର୍ମାଣ ନେଇ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି। ଉଦ୍ଘାଟନ ସଭାରେ ଜନସାଧାରଣ ଙ୍କୁ ଉଦବୋଧନ ଦେଇ ଉଭୟ ମୋହନ ସରକାର ଲୋକଙ୍କ ସରକାର ,ଲୋକ ଯାହା ଚାହିଁବେ ସେହି କାର୍ଯ୍ୟ ନିଶ୍ଚିତ ରୂପେ ହେବ। ସେହିପରି ବିଜ୍ଞାପିତ ଅଞ୍ଚଳ ପରିଷଦ ରେ ଗଛ ଲଗାଇବାକୁ ଆହ୍ବାନ କରିଛନ୍ତି। ଉପାଦେୟ ବୃକ୍ଷ ଅମ୍ଳଜାନ ଦେବ, ଗଛ ଗରମ ଟାଣିବା ସହ ବର୍ଷା ଟାଣି ପାରିବା ବୃକ୍ଷ ଲଗାଇବା କହିଥିଲେ। ସଭାରେ ବସନ୍ତ କୁମାର ପଣ୍ଡା, ବିଧାୟକ ରାଜେନ୍ଦ୍ର ଢୋଲକିଆ, ନଗର ଅଧ୍ୟକ୍ଷ ଆଦିମ ଖାନ, ସୋନିଆ ଜୈନ,ହରିଶଙ୍କର ପଣ୍ଡା, ଅଭିନନ୍ଦନ ପଣ୍ଡା, ହିତେଶ ବଗର୍ତ୍ତି, ସୁବ୍ରତ ଠାକୁର ପ୍ରମୁଖ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ରାଇରଙ୍ଗପୁରରେ ୩୪ ତମ ରଥଯାତ୍ରା କମିଟିର ଅଧ୍ୟକ୍ଷ ହେଲେ ମୟୂରଭଞ୍ଜ ସାଂସଦ ନବ ଚରଣ ମାଝୀ 

masiha

ରାଜ୍ୟସଭା ସାଂସଦ ନିରଞ୍ଜନ ବିଶିଙ୍କୁ ବିଜୁ ଶ୍ରମିକ ସମୁଖ୍ୟର କେନ୍ଦ୍ରୀୟ ସଂଯୋଜକ ନିଯୁକ୍ତି

masiha

ଦୁଇ ଦଶନ୍ଧିର ପରମ୍ପରାକୁ ନୂଆ ଦିଗ : ‘ସଂସ୍କୃତି’ର ନୂତନ କାର୍ଯ୍ୟକାରିଣୀ ଗଠନ, ସଭାନେତ୍ରୀ ହେଲେ ସରସ୍ୱତୀ ସାହୁ

Sunil Chandra Nayak

Leave a Comment

error: Content is protected !!