ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର ଓକିଲ ସଂଘ ନିର୍ବାଚନ ଫଳାଫଳ; ସଭାପତି ଅକ୍ଷୟ ମହାନ୍ତି ଏବଂ ସଂପାଦକ ମନୋଜ ଦାସ 

ରାଇରଙ୍ଗପୁର ଓକିଲ ସଂଘ ନିର୍ବାଚନ ଫଳାଫଳ; ସଭାପତି ଅକ୍ଷୟ ମହାନ୍ତି ଏବଂ ସଂପାଦକ ମନୋଜ ଦାସ 

 ମୟୂରଭଞ୍ଜ- ୨୯/୦୩ // ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଓକିଲ ସଂଘର ନିର୍ବାଚନ ଶାନ୍ତି ଶୃଙ୍ଖଳାର ସହ ସଂପନ୍ନ ହୋଇଯାଇଛି । ନିର୍ବାଚନରେ ସଭାପତି- ଅକ୍ଷୟ ମହାନ୍ତି,ଉପସଭାପତି – ମାତା ମୁର୍ମୁ ;ସଂପାଦନ – ମନୋଜ ଦାସ,ସହ ସଂପାଦକ କିଶୋର ଚନ୍ଦ୍ର ମହାନ୍ତ, ଯୁଗ୍ମ ସଂପାଦକ – ନନ୍ଦ ରାଣୀ ହେମ୍ବ୍ରମ; ସହ ପାଠାଗାର – ପୁର୍ଣ୍ଣଚନ୍ଦ୍ର ମହାନ୍ତ; କୋଷାଧ୍ୟକ୍ଷ – ଶିଶୁପଦ ମହାନ୍ତ ପ୍ରମୁଖ ବିଜୟୀ ହୋଇଥିବାବେଳେ ସମସ୍ତ କାର୍ଯ୍ୟକାରୀଣି ସଦସ୍ଯ‌ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଛନ୍ତି । ନିର୍ବାଚନ ରିଟର୍ଣିଂ ଅଫିସର‌ଭାଵେ ସୁବ୍ରତ ପ୍ରସନ୍ନ ଦାସ ଏବଂ ତାଙ୍କ ସହଯୋଗୀ କିଶୋର କୁମାର ମଣ୍ଡଳ, ଉପେନ୍ଦ୍ର ମଣ୍ଡଳ,, ଲକ୍ଷ୍ମୀ ମହାନ୍ତି,ନିୟତୀ ମହାନ୍ତି, ସସ୍ମିତା ଦତ୍ତ,ପ୍ରଦୀପ କୁମାର ସାହୁ ଏବଂ ବିକାଶ ଚନ୍ଦ୍ର ମହାନ୍ତ ପ୍ରମୁଖ ନିର୍ବାଚନ ପରିଚାଳନା ଦକ୍ଷତାର ସହ ତୁଲାଇଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ଶତାୟୁ,ବ୍ରଜନାଥ ବଡ଼ଜେନା ସରକାରୀ ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳରେ ଓଡ଼ିଶା ଦିବସ -୨୦୨୫ ପାଳିତ

masiha

କୁତୁର୍ଲା ଗାଁ ରେ ଆର୍ଟ ଅଫ ଗିଭିଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ

masiha

ରୋଟାରୀ କ୍ଲବ ଡିଜି ଅନିଲ ଜୟସ୍ବାଲଙ୍କ ଅଫିସିଆଲ୍ ଗ୍ରସ୍ତ 

Sunil Chandra Nayak

Leave a Comment

error: Content is protected !!