ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବହୁବୁଧ ସେବାରେ ସାମାଜିକ ସଂଗଠନ ବିପଦର ବନ୍ଧୁ ସଙ୍ଗଠନ 

ବହୁବୁଧ ସେବାରେ ସାମାଜିକ ସଂଗଠନ ବିପଦର ବନ୍ଧୁ ସଙ୍ଗଠନ 

କଟକ : କଟକ ସଦର କିଶୋରନଗରସ୍ଥିତ ଅଗ୍ରଣୀ ସାମାଜିକ ଅନୁଷ୍ଠାନ ବିପଦର ବନ୍ଧୁ ସେବା ସଙ୍ଗଠନ ତରଫରୁ ସ୍ଥାନୀୟ ରାମଚନ୍ଦ୍ରପୁର ଗ୍ରାମର ବିଜୟ ଦାସଙ୍କୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି । ବିଜୟ ଗାଡ଼ି ଦୁର୍ଘଟଣା ପରେ ଏବେ କଟକ ବଡ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ସଙ୍ଗଠନର ସଭାପତି ଭୈରବ ଚନ୍ଦ୍ର ସେଠୀ,ସଂପାଦକ ସୁଧାକର ଦାସ,ବରିଷ୍ଟ ଉପଦେଷ୍ଟା ସ୍ଵାମୀ ଅଦ୍ଵୈତା ନନ୍ଦ ଜୀ,କାଙ୍ଗାଳି ଚରଣ ବେହେରା,ନାରାୟଣ ଦାଶ,ଜୟନ୍ତୀ ପାତ୍ର ଓ ଦୀପକ ମଣ୍ଡଳ ପ୍ରମୁଖ ସଦସ୍ୟ ବର୍ଗ ଡାକ୍ତରଖାନାରେ ପହଞ୍ଚି ତାଙ୍କ ଆଶୁ ଆରୋଗ୍ୟ କାମନା କରିବା ସହ ଆର୍ଥିକ ସହାୟତା ପ୍ରଦାନ କରିଥିଲେ ।

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ବିପଦରେ ଯୋଡ଼ା-କୋଇଡା ଲୁହାପଥର”କ୍ୟାମେରା ବିହୀନ ଗୃହରେ ମୁରଲୀ-ଦଲାଲ ଡୁପ୍ଲିକେଟ ପାଉଡର ଭର୍ତ୍ତିର ଦୃଶ୍ୟ ଦେଖି ଆଶ୍ଚର୍ଯ୍ୟ-ଏଡିଜି

masiha

କିନ୍ନର ରଙ୍କ ଦ୍ୱାରା ପ୍ରଥମ ଥର ପାଇଁ ଜାତୀୟ ପତାକା ଉତ୍ତୋଳନ

Sunil Chandra Nayak

ଶତାୟୁ,ପିଏମ୍ ଶ୍ରୀ ବି.ବି.ହାଇସ୍କୁଲ,ଢେଙ୍କାନାଳରେ ଦ୍ଵି- ଦିବସୀୟ ପ୍ରାଥମିକ ବିପର୍ଯ୍ୟୟ ପରିଚାଳନା ତାଲିମ୍ କାର୍ଯ୍ୟକ୍ରମ -୨୦୨୫ ଅନୁଷ୍ଠିତ 

Sunil Chandra Nayak

Leave a Comment

error: Content is protected !!