ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆସିକା ପୌର ପରିଷଦ ପକ୍ଷରୁ ଉଦ୍‌ଘାଟନ ଓ ଭିଭିପ୍ରସ୍ତର କାର୍ଯ୍ୟକ୍ରମ

ଆସିକା ପୌର ପରିଷଦ ପକ୍ଷରୁ ଉଦ୍‌ଘାଟନ ଓ ଭିଭିପ୍ରସ୍ତର କାର୍ଯ୍ୟକ୍ରମ

ଆସିକା,୨୨/୪/୨୬ ( ଶିବ ଶଙ୍କର ମିଶ୍ର ) ଆସିକା ପୌର ପରିଷଦ ପକ୍ଷରୁ କିଛି ୱାର୍ଡ ରେ ଉଦଘାଟନଓ ଭିଭିପ୍ରସ୍ତର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହାକୁ ଆସିକା ପୌର ପାଳିଜାର ଅଧକ୍ଷା ବିନେତା ସ୍ଵାଇଁ, ବିଧାୟକଙ୍କ ପୁଅ ସଂଗୀତ ପାଢ଼ୀ,କାର୍ଯ୍ୟ ନିର୍ବାହୀ ଅଧୂକାରୀ ରାଜେଶ କୁମାର ମହାପାତ୍ର, ସତ୍ୟ ନାରାୟଣ ସ୍ୱାଇଁ, ବିଜୟ ସ୍ୱାଇଁ, ଉପାଧକ୍ଷାଙ୍କ ସ୍ଵାମୀ ନରେଶ ବିଷୋୟୀ, କାଉନସିଲର ଭାସ୍କର ବେହେରା, ମଦନ ନାୟକ,ଆସିକା ଚିନ୍ମୟ ମିଶନ ଶାଖା ର ନିରଞ୍ଜନ ମହାନ୍ତି,ପୂର୍ଣ ଚନ୍ଦ୍ର ମହାନ୍ତି, ସାଗର କୁମାର ମହାନ୍ତି,ସୋନୁ ଜେନା, ସିତୁନ୍ ସ୍ବାଇଁ,ପପୁ ମହାନ୍ତି,ମଳୟ ସ୍ବାଇଁ,ମନୋଜ ପରିଡା, ଆଶିଷ ପାଢ଼ୀ,ଅଜିତ କୁମାର ନାୟକ, ଡିଜିଟା କ୍ୟାମେରା ମେନେ ବାଦଲ ସ୍ବାଇଁ, ନଗର ମଣ୍ଡଳ ସଭାପତି ଭାରତୀୟ ଜନତା ପାର୍ଟି ଭିକି ପାତ୍ର, ଆସିକା ତାଳୁଜା ରୋଡ,ରଙ୍କି ବନ୍ଧର ପୁନଃ ଉଦ୍ଧାର, ମାର୍କେଟ କପ୍ଲେସ ର ମରାମତି ଓ ନବୀକରଣ କାର୍ଯ୍ୟର ଶିଳା ନ୍ୟାସ କରିଥିଲେ ।

Related posts

ବିଦ୍ୟୁତ ସୁବିଧାକୁ ସମସ୍ତଙ୍କ ପାଖରେ ଉପଲବ୍ଧ କରାଇବା ପାଇଁ ରାଉରକେଲା ସ୍ମାର୍ଟ ସିଟିରେ ଜନ ଶୁଣାଣି

Sunil Chandra Nayak

ପ୍ରସନ୍ନ ପାଟ୍ଟଶାଣୀ ଙ୍କ ଖଣ୍ଡାୟତ କ୍ଷତ୍ରିୟ ମହାସଭା ପରିଦର୍ଶନ

Sunil Chandra Nayak

ନୂଆଗାଁ ଗ୍ରାମରେ ହାତୀଙ୍କ ଧାନ କିଆରୀ ନଷ୍ଟ 

Sunil Chandra Nayak

Leave a Comment

error: Content is protected !!