ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବହୁବୁଧ ସେବାରେ ସାମାଜିକ ସଂଗଠନ ବିପଦର ବନ୍ଧୁ ସଙ୍ଗଠନ 

ବହୁବୁଧ ସେବାରେ ସାମାଜିକ ସଂଗଠନ ବିପଦର ବନ୍ଧୁ ସଙ୍ଗଠନ 

କଟକ : କଟକ ସଦର କିଶୋରନଗରସ୍ଥିତ ଅଗ୍ରଣୀ ସାମାଜିକ ଅନୁଷ୍ଠାନ ବିପଦର ବନ୍ଧୁ ସେବା ସଙ୍ଗଠନ ତରଫରୁ ସ୍ଥାନୀୟ ରାମଚନ୍ଦ୍ରପୁର ଗ୍ରାମର ବିଜୟ ଦାସଙ୍କୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି । ବିଜୟ ଗାଡ଼ି ଦୁର୍ଘଟଣା ପରେ ଏବେ କଟକ ବଡ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ସଙ୍ଗଠନର ସଭାପତି ଭୈରବ ଚନ୍ଦ୍ର ସେଠୀ,ସଂପାଦକ ସୁଧାକର ଦାସ,ବରିଷ୍ଟ ଉପଦେଷ୍ଟା ସ୍ଵାମୀ ଅଦ୍ଵୈତା ନନ୍ଦ ଜୀ,କାଙ୍ଗାଳି ଚରଣ ବେହେରା,ନାରାୟଣ ଦାଶ,ଜୟନ୍ତୀ ପାତ୍ର ଓ ଦୀପକ ମଣ୍ଡଳ ପ୍ରମୁଖ ସଦସ୍ୟ ବର୍ଗ ଡାକ୍ତରଖାନାରେ ପହଞ୍ଚି ତାଙ୍କ ଆଶୁ ଆରୋଗ୍ୟ କାମନା କରିବା ସହ ଆର୍ଥିକ ସହାୟତା ପ୍ରଦାନ କରିଥିଲେ ।

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ପଦୋନ୍ନତି ପାଇଲେ ୧୮ ଜଣ ଶିକ୍ଷୟତ୍ରୀ ଶିକ୍ଷକ

Sunil Chandra Nayak

ଅନୁଷ୍ଠିତ ହେଲା ଜନଜାଗରଣ ମଞ୍ଚର ମାସିକ ବୈଠକ 

masiha

କାଳବୈଶାଖୀ ଯୋଗୁଁ ପୂର୍ତ୍ତ ବିଭାଗ ଦ୍ଵାରା ନିର୍ମିତ ହୋର୍ଡିଂ କ୍ଷତିଗ୍ରସ୍ତ

Leave a Comment

error: Content is protected !!