ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମଗଡ ମୁସଲିମ ଜମାତ ତରଫରୁ ବିଧାୟକ ଙ୍କୁ ସମ୍ବର୍ଦ୍ଧନା ଅଞ୍ଚଳର ବିକାଶ ରେ ସାମିଲ ହେବାପାଇଁ ସଂକଳ୍ପ…

ଧର୍ମଗଡ ମୁସଲିମ ଜମାତ ତରଫରୁ ବିଧାୟକ ଙ୍କୁ ସମ୍ବର୍ଦ୍ଧନା

ଅଞ୍ଚଳର ବିକାଶ ରେ ସାମିଲ ହେବାପାଇଁ ସଂକଳ୍ପ…

ଧର୍ମଗଡ ମୁସଲିମ ଜମାତ୍ ତରଫରୁ ଧର୍ମଗଡ ବିଧାୟକ ସୁଧିର ରଂଜନ ପଟ୍ଟଯୋଷୀ ଙ୍କୁ ସମ୍ବର୍ଦ୍ଧନା। ସମସ୍ତେ ଏକ ମନ ଏକପ୍ରାଣ ରେ ଅଞ୍ଚଳର ବିକାଶ ରେ ସାମିଲ ହେବାପାଇଁ ସଂକଳ୍ପ ନେଇଥିଲେ।ଧର୍ମଗଡ ମୁସଲିମ ଜମାତର ସଭାପତି ରଫି ଉଦ୍ଧିନ ଖାଁ,ସଂପାଦକ ମହମ୍ମଦ ଆଫ୍ରୋଜ ଯୁଗ୍ମ କୋଷାଧ୍ୟକ୍ଷ ଏମ ଡି ରଜ୍ଜାକ,ପୂର୍ବତନ ସଭାପତି ମହମ୍ମଦ ଇସଲାମ,ଅବଦୁଲ ରେହମାନ, ସେହେଜାଦ୍,ତାହିର, ମୁକିମ୍,ଇସଲାମ କୁରେଶି, ମୁଷ୍ଟକିମ୍ ସଫି ସମେତ ଅନେକ ମୁସଲିମ କମିଟି ର ସଦସ୍ୟ ଯୋଗ ଦେଇଥିଲେ ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ବାରା ଆରମ୍ଭ କରାଯାଇଥିବା ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ ରେ ମୁସଲିମ କମିଟି ସାମିଲ ହୋଇ ବୄକ୍ଷରୋପଣ କାର୍ଯ୍ୟକ୍ରମ କୁ ଯୋରଦାର କରିବା ପାଇଁ ନିସ୍ପତି ହୋଇଥିଲା। ଏହି କାର୍ଯ୍ୟକ୍ରମ ରେ ଜଗନ୍ନାଥ ସେବାସମିତି ର ଅଧ୍ୟକ୍ଷ ବିଷ୍ନୁ ପ୍ରସାଦ ଅଗ୍ରୱାଲ, ବିଜେପି ନଗର ସଭାପତି ହରେକୃଷ୍ଣ ପଣ୍ଡା ସମେତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ସାମିଲ ହୋଇଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…

Related posts

ଶଶୀ ପ୍ରଧାନୀ: ପ୍ରଧାନ ମନ୍ତ୍ରୀ ଆବାସ ଗୃହ ମିଳିବ ମିଳିବ ବୋଲି ବର୍ଷ ବର୍ଷ ବିତିଲା ଏପଟେ ବର୍ଷା ବି ସାଜିଲା ବୈରି

Sunil Chandra Nayak

ବିକାଶ ମେଳା’ରେ ମହିଳା ଓ ଶିଶୁ ବିକାଶ ବିଭାଗ  ସୂଚନା, ଶିକ୍ଷା ଓ ସଂଚାର ମାଧ୍ୟମରେ ହେଉଛି ଜନସଚେତନତା

masiha

ନୂଆପଡ଼ାରେ କୃଷି ଓ ଉଦ୍ୟାନ କୃଷି ଯୋଜନାର ସମୀକ୍ଷା ବୈଠକ ଅନୁଷ୍ଠିତ ,ପ୍ରଗତିଶୀଳ ଚାଷୀଙ୍କୁ ସମ୍ବର୍ଦ୍ଧନା

Sunil Chandra Nayak

Leave a Comment

error: Content is protected !!