ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ମୃତ ବ୍ୟକ୍ତିର ଶରୀର ଉଦ୍ଧାର 

ମୃତ ବ୍ୟକ୍ତିର ଶରୀର ଉଦ୍ଧାର 

ବନ୍ଧୁଗାଁ ତା, ୧୩/୮/୨୪: ଆଜି କୁମ୍ଭାରୀ ପଞ୍ଚାୟତ ଅନ୍ତର୍ଗତ ଚିନ୍ତାଗୁଡା ଗ୍ରାମର ପୀଡ଼ିକା ଜିରାଙ୍କ (୪୫)ମୃତ ଦେହ କୁମ୍ଭାରୀ ଗ୍ରାମ ଠାରୁ ଅଧା କିମି ଦୂରରୁ ଉଦ୍ଧାର କରାଯାଇଛି I ମୃତକଙ୍କ ସ୍ତ୍ରୀ ସନାଇ ଙ୍କ କହିବା ଅନୁଯାୟୀ ଗତ କାଲି ନାରାୟଣପାଟଣା ସାପ୍ତାହିକ ହାଟକୁ ଯାଇ ସେ ଆଉ ଫେରିନଥିଲେ I ରାତି ତମାମ ଖୋଜିବା ପରେ ଆଜି ସକାଳୁ ରାସ୍ତା କଡ଼ରେ ମୃତ ଦେହ ପାଇ ପୋଲିସ କୁ ଖବର ଦେବା ପରେ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରୀ ରଖିଛି I ଏହା ହତ୍ୟା ନା ଆଉ କୌଣସି କାରଣ ବର୍ତମାନ ସୁଦ୍ଧା ଜଣାପଡ଼ିନାହିଁ I ଶବକୁ ବ୍ୟବଛେଦ ପରେ ପରିବାର ଵର୍ଗଙ୍କୁ ହସ୍ତାନ୍ତର କରାଗଲା I

ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ୍ 

Related posts

ଜଙ୍ଗଲ ଜମି ରେ ମକା ଚାଷକୁ ପ୍ରବଳ ବିରୋଧ କଲେ ଖାଣ୍ଡା ବନ ସୁରକ୍ଷା ସମିତି, ଟ୍ରାକ୍ଟର ଜବତ, ମାଲିକ ଓ ଡ୍ରାଉଭର ଫେରାର

masiha

ଦୁର୍ଘଟଣାରେ ମାମୁ ଭଣଜା ମୃତ

Sunil Chandra Nayak

ବେକରେ ଦଉଡି ବାନ୍ଧି ଯୁବକଙ୍କ ଆତ୍ମହତ୍ୟା

Sunil Chandra Nayak

Leave a Comment

error: Content is protected !!